
ତିନି ଜନ୍ତୁଶିକାରିଙ୍କୁ ଗିରଫ କଲା ବନବିଭାଗ ୩ ଜନ୍ତୁଶିକାରିକୁ ଗିରଫ କରି କୋର୍ଟଚାଲଣ କଲା ବନବିଭାଗ । ଗିରଫ ମାନେ ହେଲେ କଙ୍କଡାହାଡ ଥାନା ସାରିଅଁ ଗ୍ରାମର ଡୁବୁଲିଆ ସାହେ, ବିର ଚାଖିଆ ଓ ଦାନବ ସିଂ। ତାଙ୍କ ନିକଟରୁ ଦୁଇଟି ବନ୍ଧୁକ ଓ ଦୁଇଟି ଧନୁ ତିର ଜବତ। ସୁଚନା ମୁତାବକ ଆଜି ଏମାନେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ରଞ୍ଜାଗଡ ସଂରକ୍ଷିତ ଜଙ୍ଗଲରେ ଶିକାର ଉଦେଶ୍ୟରେ ବନ୍ଧୁକ ଓ ଧନୁତିର ଧରି ବୁଲୁଥିବାବେଳେ ବିଶେଷ ସୁତ୍ରରୁ ଖବର ପାଇ ଗିରଫ କରିଥିଲେ। ଗିରଫ ସମୟରେ ତାଙ୍କ ନିକଟରୁ ଦୁଇଟି ଦେଶି ବନ୍ଧୁକ ଓ ଧନୁତିର ଜବତ କରାଯାଇଛି। ଆଜି ତାଙ୍କର...












