ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ନଅ ଜଣ କିନ୍ନର ଙ୍କୁ ଭତା ପ୍ରଦାନ ଜେ ବି ଏନ, ୧୨/୦୪/୨୦୨୧, (ରିପୋର୍ଟ,ଜ୍ୟୋତି ରଞ୍ଜନ ପରିଡା ), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ପାରାଦ୍ୱୀପ ପୌରାଞ୍ଚଳ ରେ ବସ ବାସ କରୁଥିବା ନଅ ଜଣ କିନ୍ନର ଙ୍କୁ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରଥମ ଦଫା ରେ ଭତା ବଣ୍ଟନ କରାଯାଇଛି !ଏହି ଉପଲକ୍ଷେ ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ! ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜଗତସିଂହପୁର ପୌର ପରିଷଦ ର ପୂର୍ବତନ ଅଧକ୍ଷ୍ୟ ମଧୁ ସୁଦନ ସାହୁ...






