
ଧନୁପାଲି ଥାନା ପୋଲିସ ଗତ କାଲି ୨୩ ବର୍ଷିୟ ଯୁବକ ଅରମାନ ଖାନ୍ କୁ ଗିରଫ କରିଛି । ସେ ଦୀର୍ଘ ଦିନ ଧରି ବ୍ରାଉନ୍ ସୁଗର କାରବାରରେ ସମ୍ପୃକ୍ତ ରହି ଆସୁଥିବା ବେଳେ ପୋଲିସ ତା’ ନିକଟରୁ ୬୧ ଗ୍ରାମ ୩୦ ମିଲିଗ୍ରାମ ବ୍ରାଉନସୁଗାର, ଏକ ଦେଶୀ ପିସ୍ତଲ ଏବଂ ଗୋଟିଏ ମୋବାଇଲ ଫୋନ ଜବତ...

ନୁଆଦିଲ୍ଲୀ: ପଶ୍ଚିମ ଏସିଆରେ ସ୍ଥିତି ଅତି ଭୟଙ୍କର ରୂପ ନେଇଛି। ରବିବାର ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ତୀବ୍ରତର ହୋଇଥିବା ବେଳେ ହର୍ମୁଜ ପ୍ରଣାଳୀ ନିକଟରେ ବଡ଼ ଧରଣର ଆକ୍ରମଣ ହୋଇଛି। ଆମେରିକା ଓ ଇସ୍ରାଏଲର ମିଳିତ ବାୟୁସେନା ଆକ୍ରମଣରେ ଇରାନର ଏକ ବନ୍ଦର ସହର ଥରି ଉଠିଛି, ଯେଉଁଥିରେ ୫ ଜଣ ପ୍ରାଣ...

ଭୁବନେଶ୍ୱର: ଓଡ଼ିଶାରୁ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା ପୋଲିସ। ମାଓବାଦୀଙ୍କ ପାଇଁ ସମୟ ସରିଆସୁଥିବା ବେଳେ ସେମାନଙ୍କୁ ଶେଷ ଚେତାବନୀ ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ। ଡେଡ୍ଲାଇନ୍ ଶେଷ ହେବାକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ, ଏହି ସମୟ ମଧ୍ୟରେ ଯଦି ମାଓବାଦୀମାନେ ଆତ୍ମସମର୍ପଣ...

ଭୁବନେଶ୍ୱର:ଶନିବାର ସାରା ରାଜ୍ୟରେ ବାର ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇ ଏହାର ଫଳାଫଳ ଘୋଷଣା ହୋଇଛି। ଏଥିରେ ଅଶୋକ ଛୋଟରାୟ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ପଦରେ ସୁଶାନ୍ତ ଦାଶ ନିର୍ବାଚିତ ହୋଇଛନ୍ତି। ହିତେନ୍ ନାୟକ କୋଷାଧ୍ୟକ୍ଷ, ସୁମନ ରାଉତରାୟ ସମ୍ପାଦକ,...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ସାରା ବିଶ୍ୱରେ ଏକ ସଙ୍କଟ ଦେଖାଦେଉଛି। ଆକାଶବାଣୀରେ ତାଙ୍କର ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏହି ସମୟ ହେଉଛି ଏକ ଚ୍ୟାଲେଞ୍ଜିଂ ସମୟ...

ଜାଗ୍ରତ ଭାରତ – ଟିଭିକେ ମୁଖ୍ୟ ବିଜୟ ଆଜି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତାଙ୍କ ଦଳର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ବିଜୟ ଘୋଷଣା କରିଛନ୍ତି ଯେ ସେ ବିଧାନସଭା ନିର୍ବାଚନରେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କହିଛନ୍ତି ଯେ ସେ ଚେନ୍ନାଇର ପେରାମ୍ବୁର ଏବଂ ତ୍ରିଚି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।...
ଲୁଧିଆନା ପୋଲିସ ଦ୍ୱାରା ଆନ୍ତରାଜ୍ଯ ଡ୍ରଗ୍ ରାକେଟର ୧୫ ସଦସ୍ୟ ଗିରଫ, କୋଟି କୋଟି ଟଙ୍କାର ପ୍ୟାକେଜ ଜବତ ଜେ ବି ଏନ, ୧୯/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଲୁଧିଆନା /ପଞ୍ଜାବ: ଲୁଧିଆନା କମିଶନର୍ ପୋଲିସ୍ ଡ୍ରଗ୍ ସିଣ୍ଡିକେଟ୍ ର ଏକ ଆନ୍ତରାଜ୍ୟ ଗ୍ୟାଙ୍ଗକୁ ବୁଷ୍ଟ କରି ୧୫ ଜଣଙ୍କୁ ଗିରଫ କରିଛି। ଜବତ...
ମୁମ୍ବାଇ: କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବିଏମସିର ନିଷ୍ପତ୍ତି, ମଲରେ ପ୍ରବେଶ ପୂର୍ବରୁ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରାଯିବ ଜେ ବି ଏନ, ୧୯/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ମୁମ୍ବାଇ : ମୁମ୍ବାଇରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ କଠୋରତା ବୃଦ୍ଧି କରିଛନ୍ତି। ଯଦି ମୁମ୍ବାଇର ଲୋକମାନେ...
ନିର୍ବାଚନ ଖବର : ଆସାମରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ରାଲି, ଚା ବଗିଚା ଉପରେ ମଧ୍ୟ ସମୀକ୍ଷା ଜେ ବି ଏନ, ୧୯/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ନିର୍ବାଚନ ତାରିଖ ପାଖେଇ ଆସୁଛି ଏବଂ ରାଜ୍ୟରେ ନିଜର ଶକ୍ତି ପ୍ରତିଷ୍ଠା ପାଇଁ ରାଜନୈତିକ ଦଳ ସବୁ ପ୍ରକାର ଉଦ୍ୟମ...
ଦେଶବ୍ୟାପୀ ୨୩ କୋଟିରୁ ଅଧିକ କୋଭିଡ ନମୁନା ପରୀକ୍ଷା କରାଯାଇଛି : ୩.୭ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ଗତ ୨୪ ଘଣ୍ଟା ମଧ୍ୟରେ ୨୦ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ଜେ ବି ଏନ, ୧୯/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଦେଶବ୍ୟାପୀ କୋଭିଡ...
ଫସଲ ବୀମା ଯୋଜନା ଉପରେ ଜଣେ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପତ୍ର ବିହନ ଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ କୃଷକଙ୍କ ସବୁ ସମସ୍ୟା ଦୂର କରିବା ଲାଗି ନିରନ୍ତର ପ୍ରୟାସ କରାଯାଉଛି: ପ୍ରଧାନମନ୍ତ୍ରୀ ଜେ ବି ଏନ, ୧୯/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ସାଧାରଣତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ଏଣିକି ପୀଡିତା ଅଭିଯୁକ୍ତ ଙ୍କ ହାତରେ ବାନ୍ଧିବେ ରାକ୍ଷୀ : ପିଟିସନକୁ ଅନୁମତି ଜେ ବି ଏନ, ୧୮/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଏଣିକି ଯୌନ ନିର୍ଯାତନା ମାମଲରେ ପୀଡିତା ଅଭିଯୁକ୍ତଙ୍କୁ ରାକ୍ଷୀ ବାନ୍ଧିବେ। ଏମିତି ଏକ ଚିନ୍ତାଧାରା ଆଣିଲେ କେତେକ ମହିଳା ଆଇନଜିବି l ଏ ନେଇ ସେମାନେ...








All rights reserved. Designed by Inter Softech