
ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୫ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୨୩ଟି ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ ମୋଟ ୪,୫୧୦.୬୫ କୋଟି...

ପୁରୀ: ଆଜି ଚୈତ୍ର ମାସ ଦ୍ୱିତୀୟ ମଙ୍ଗଳବାର । କାକଟପୁରବାସିନୀ ମାଆ ମଙ୍ଗଳାଙ୍କ ଦ୍ୱିତୀୟ ପାଳି ଯାତ୍ରା । ଆଜି ମାଆ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାଆଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଭକ୍ତମାନେ ଆସି ମାଆଙ୍କୁ ଦର୍ଶନ କରୁଛନ୍ତି ।ସକାଳୁ ଭକ୍ତମାନେ ବ୍ୟାରିକେଡ୍ ମାଧ୍ୟମରେ ମାଆଙ୍କୁ ଦର୍ଶନ କରୁଛନ୍ତି ।...

ଭୁବନେଶ୍ୱର: ନିଲମ୍ବିତ ବିଧାୟକମାନଙ୍କୁ ମହମ୍ମଦ ମୋକିମ ବଡ ଆହ୍ୱାନ ଦେଇଛନ୍ତି । ଗୋଟିଏ ପ୍ଲାଟଫର୍ମରେ ସାମିଲ ହେବାକୁ ଆହ୍ୱାନ ଦେଲେ । ଝିଅ ସୋଫିଆ ଫିର୍ଦ୍ଦୋଶ କ୍ରସ ଭୋଟିଂ କରିବା ନେଇ ମଧ୍ୟ ମତ ରଖି କହିଛନ୍ତି, କଂଗ୍ରେସ ଦଳ ଝିଅ ସୋଫିଆଙ୍କୁ ଅଣଦେଖା କରୁଥିଲା । ମୋତେ ବହିଷ୍କାର ପରେ ତାକୁ ଅଣଦେଖା ଅନୁଭବ ହେଉଥିଲା...

ଭୁବନେଶ୍ୱର: ରାଜ୍ୟରେ ବିଗତ ୨୦ ମାସରେ ୧୫୪ ହାତୀଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଶୂନ୍ୟ କାଳରେ ଚାଲିଛି ଗୃହ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ । ପୂର୍ବର୍ରୁ ବିରୋଧୀଙ୍କ ହଟ୍ଟଗୋଳରେ ଚାଲିପାରିନଥିଲା ।...

ନବୀକରଣୀୟ ଶକ୍ତିର ବିକାଶ, କୃଷି କ୍ଷେତ୍ର ଉପରେ ଆଲୋଚନା ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଅଷ୍ଟ୍ରେଲିଆର କନସୁଲ୍ ଜେନେରାଲ୍ ବର୍ଣ୍ଣାଡ଼ ଲିଞ୍ଚ। ଓଡ଼ିଶାର ଶକ୍ତି କ୍ଷେତ୍ର ଓ କୃଷି କ୍ଷେତ୍ରରେ ନିଆଯାଇଥିବା ବିଶେଷ ପଦକ୍ଷେପ ଗୁଡ଼ିକୁ...

ତାଳଚେର ଦେଉଳବେଡା ରେ ମା ତାରିଣୀଙ୍କ ବାର୍ଷିକ ଉତ୍ସବ ନାମଯଜ୍ଞତାଳଚେର, ୧୬/୦୩ ତାଳଚେର ଦେଉଳବେଡା ଗ୍ରାମର କଳ୍ପଘର ପ୍ରାଙ୍ଗଣରେ ପ୍ରତିବର୍ଷ ଭଳି ଏବର୍ଷ ମା ତାରିଣୀ ଙ୍କ ଉଦେଶ୍ୟରେ ନାମଯଜ୍ଞ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଜଗନ୍ନାଥ ମନ୍ଦିର ସମ୍ମୁଖ ବୋହି ଯାଇଥିବା ଚିରୋସ୍ରୋତା ବ୍ରାହ୍ମଣୀ ନଦୀରୁ ଗ୍ରାମର ଶତାଧିକ ମହିଳା ଓ ପୁରୁଷମାନେ...
ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ଵାରା ଗୋଆରେ ଘରୋଇ ପର୍ଯ୍ୟଟନ ରୋଡ୍ ସୋ ଆୟୋଜନ ଜେ ବି ଏନ, ୧୯%୧୨/୨୦୨୦, ନୂଆଦିଲ୍ଲୀ : ପର୍ଯ୍ୟଟନ ମନ୍ତ୍ରଣାଳୟ, ଭାରତ ସରକାର ଆଜି ଗୋଆରେ ଥିବା ଇଣ୍ଡିଜ୍ ଟୁରିଜିମ୍ କାର୍ଯ୍ୟାଳୟ ମାଧ୍ୟମରେ ଗୋଆରେ ଘରୋଇ ପର୍ଯ୍ୟଟନ ରୋଡ୍ ସୋ ଆୟୋଜନ କରିଛନ୍ତି। ଗୋଆ ପର୍ଯ୍ୟଟନ ଏବଂ ଭ୍ରମଣ ଏବଂ ପର୍ଯ୍ୟଟନ ଆସୋସିଏସନ୍ ଅଫ୍...
ଶ୍ରୀ ତେଗ ବାହାଦୁର ଜୀଙ୍କ ଶହୀଦ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଜେ ବି ଏନ, ୧୯/୧୨/୨୦୨୦, ନୂଆଦିଲ୍ଲୀ : ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଶହୀଦ ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ...
ଜିଲ୍ଲା ବିକାଶ ପରିଷଦ (ଡିଡିସି) ର ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ଜେ ବି ଏନ, ୧୯/୧୨/୨୦୨୦, ଜାମ୍ମୁ କାଶ୍ମୀର: ଜିଲ୍ଲା ବିକାଶ ପରିଷଦ (ଡିଡିସି) ର ଅଷ୍ଟମ ତଥା ଶେଷ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି। ଆଜି ସକାଳୁ ସକାଳୁ ମତଦାତା ମାନେ ମତଦାନ କେନ୍ଦ୍ରରେ ପହଞ୍ଚି ନିଜର ମତ...
ବିହାରରେ କରୋନାଭାଇରସରେ ଆଉ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ଜେ ବି ଏନ, ୧୯/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ/ପାଟନା : ବିହାରରେ କରୋନାଭାଇରସରେ ଆଉ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଗୋଟିଏ ଦିନରେ ଭାରତରେ ୨୨୮୯୦ ଟି ନୂଆ COVID-19 ରିପୋର୍ଟ ହେବା ପରେ ଦେଶରେ ସଂକ୍ରମଣ ମାମଲା...
ରେମୋ ଡି’ସୁଜା ହସ୍ପିଟାଲରୁ ନିଜ ଘରେ ପହଞ୍ଚିଲେ ଜେ ବି ଏନ, ୧୯/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ/ମୁମ୍ବାଇ : ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡି’ସୁଜାଙ୍କର ହୃଦଘାତ ହୋଇଥିଲା, ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ବର୍ତ୍ତମାନ ଚିକିତ୍ସିତ ହେଉଥିଲେ। । ତେବେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ...
ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆସୋଚାମ କୁ ସମ୍ବୋଧିତ କରିବେ ପିଏମ ମୋଦୀ ଜେ ବି ଏନ, ୧୯/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶିଳ୍ପ ସଂସ୍ଥା ଆସୋଚାମର ପ୍ରତିଷ୍ଠା ସପ୍ତାହକୁ ଅର୍ଥାତ୍ ଡିସେମ୍ବର 19 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ଗୁରୁବାର...









All rights reserved. Designed by Inter Softech