![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/03/Picsart_25-11-05_07-59-52-526-11.jpg)
ଜାଗ୍ରତ ଭାରତ ନ୍ୟୂଜର ସମସ୍ତ ପାଠକ ଓ ଦର୍ଶକଙ୍କୁ ଶୁଭେଚ୍ଛା। ଆଜି ୧୨ ମାର୍ଚ୍ଚ ୨୦୨୬, ଗୁରୁବାର, ଚୈତ୍ର ମାସ କୃଷ୍ଣ ପକ୍ଷ ନବମୀ ତିଥି। ଆଜିର ଦିନଟି କେଉଁ ରାଶି ପାଇଁ କିପରି ରହିବ, ଆସନ୍ତୁ ଜାଣିବା: ଆଜିର ରାଶିଫଳ ରାଶି ଶୁଭ ରଙ୍ଗ ଶୁଭ ସଂଖ୍ୟା ଫଳାଫଳ ଓ ପ୍ରତିକାର ମେଷ ଲାଲ୍ ୯...

ଆରଏମସି ପକ୍ଷରୁ ନୂତନ ହାଟ ସ୍ଥାପନା ତାଳଚେର, ୧୧/୦୩ ଆଜି ତାଳଚେର ଆରଏମସି ପକ୍ଷରୁ ଗୋଡ଼ିବନ୍ଧ ଫାଣ୍ଡି ସମ୍ମୁଖରେ ରହିଥିବା ମେଲଣପଡ଼ିଆ ପରିସରରେ ଏକ ନୂତନହାଟର ଶୁଭଉଦଘାଟନ ହୋଇଯାଇଛି । ଏହି ହାଟଟି ବହୁ ଦିନରୁ ଆରଏମସି ପକ୍ଷରୁ ପରିକଳ୍ପନା କରାଯାଇଥିଲେ ମଧ୍ୟ ଆଜି ଏହାର ଉଦଘାଟନ ଅବସରରେ ସ୍ଥାନୀୟ ବାସୀନ୍ଦାଙ୍କ ମନରେ ଖୁସିର ମାହୋଲ ଖେଳିଯାଇଛି...

ନୁଆଦିଲ୍ଲୀ: ଇରାନ -ଆମେରିକା- ଇସ୍ରାଏଲ ବିବାଦ ମଧ୍ୟରେ ଦୁବାଇରେ ଏକ ବଡ ଦୁର୍ଘଟଣା ଘଟିଛି । ଦୁବାଇ ମିଡିଆ ଅଫିସ ଆନୁଷ୍ଠାନିକ ଭାବରେ କହିଛି ଯେ, କିଛି ସମୟ ପୂର୍ବରୁ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁଇଟି ଡ୍ରୋନ ଖସିପଡିଥିଲା । ଏହି ଘଟଣାରେ ଚାରି ଜଣ ଆହତ ହୋଇଛନ୍ତି । ଘାନାର ଦୁଇଜଣ ନାଗରିକ, ଜଣେ...

ଭୁବନେଶ୍ୱର: ୭ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଲୁଟ ହେଉଥିଲା ରାସନ । ଲକ୍ଷାଧିକ ଅଯୋଗ୍ୟ ବି ହାତେଇ ଥିଲେ ରାସନ କାର୍ଡ । ନୂଆ ସରକାର ଇ- କେୱାଇସି ପ୍ରକ୍ରିୟା କରିବା ପରେ ସାମ୍ନାକୁ ଆସିଛି ଏହି ତଥ୍ୟ । ବିଧାନସଭାରେ ଯୋଗାଣ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ଗତ ୨ ବର୍ଷରେ ୩୪...

ରାଜ୍ୟରେ ମାଓବାଦୀଙ୍କ ଦବଦବା କମିବାରେ ଲାଗିଛି । ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆଜି କନ୍ଧମାଳ ଜିଲ୍ଲା ପୁଲିସ ରିଜର୍ଭ ପଡ଼ିଆଠାରେ ୧୦ ଜଣ ହାର୍ଡକୋର ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୭ ଜଣ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି...

ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଲେ । ମିଶ୍ରଣ ବେଳେ ବାଲେଶ୍ୱର ଜିଲ୍ଲାର କିଛି ବିଧାୟକ ବି ମଞ୍ଚରେ ଉପସ୍ଥିତ ଥିଲେ । ରବୀନ୍ଦ୍ର...









All rights reserved. Designed by Inter Softech