
ଇରାନ:ଖାମନେଇଙ୍କ ମୃତ୍ୟୁ ପରେ ପ୍ରତିଶୋଧ ପ୍ରରାୟଣ ହୋଇ ପଡିଛି ଇରାନ ।ଇରାନ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଲଟା ଆକ୍ରମଣ କରାଯାଇଛି। କତର,କୁଏତ, ଜୋର୍ଡାନ, ୟୁଏଇ ଉପରେ ଆକ୍ରମଣ କରିଛି ଇରାନ। ତାହା ସହ ୨୬ଟି ଆମେରିକୀୟ ଠିକଣା ହମଲା କରିଛି । ଯୁଦ୍ଧକୁ ନେଇ ଇରାନ ସଂସଦ ସ୍ପିକରଙ୍କ ବଡ ଚେତାବନୀ । ସେ କହିଛନ୍ତି, ରେଡ୍...

ଇରାନ ସରକାର ନୂଆ ସେନା କମାଣ୍ଡର ମୁଖ୍ୟ ଭାବେ ଅହମ୍ମଦ ୱାହିଦୀଙ୍କ ନାଁ ଘୋଷଣା କରାଯାଇଛି । ସରକାରୀ ବିବୃତ୍ତି ଅନୁସାରେ, ଦେଶର ସୁରକ୍ଷା ଓ ସେନା କାର୍ଯ୍ୟକଳାପକୁ ସୁଦୃଢ କରିବା ପାଇଁ ୱାହିଦୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସେ ପୂର୍ବରୁ ଇରାନର ରକ୍ଷା ଓ ସୁରକ୍ଷା ବିଭାଗରେ ବିଭିନ୍ନ ଦାୟିତ୍ୱରେ କାମ କରିଥିଲେ।ଖାମେନେଇଙ୍କ ନିହତ...

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ବିଶ୍ୱବ୍ୟାପୀ ହଇଚଇ ସୃଷ୍ଟି କରିଛି, ଏବଂ ଏହା ଭାରତର ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଏହି ସଂଘର୍ଷ ଦୀର୍ଘ ସମୟ ଧରି ଜାରି ରହେ ଏବଂ ସାମୁଦ୍ରିକ ବାଣିଜ୍ୟ ମାର୍ଗକୁ ବାଧାପ୍ରାପ୍ତ କରେ, ତେବେ ଏହା ଭାରତର...

ଭୁବନେଶ୍ୱର: ଟେରାକୋଟା କୃତି ପ୍ରସ୍ତୁତିରେ ବିଶ୍ଵ ରେକର୍ଡ଼ କରିଛି ଓଡ଼ିଶା । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ “ଭବ୍ୟ ଟେରାକୋଟା କୃତି ପ୍ରସ୍ତୁତି” ପ୍ରତିଯୋଗିତାରେ ଦୁଇଟି ନୂଆ କୀର୍ତ୍ତିମାନ “ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍” ଲିପିବଦ୍ଧ ହୋଇଛି । ଏକକାଳୀନ ୧୦୦୦ ମୃତ୍ତିକା ଶିଳ୍ପୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସର୍ବାଧିକ ପ୍ରତିଯୋଗୀ...

ଇରାନ: ଇରାନର ସର୍ବୋଚ୍ଚ ଧର୍ମଗୁରୁ ଆୟାତୋଲ୍ଲା ଖାମେନେଇ ମୃତ୍ୟୁ ପରେ ଇରାନର ସର୍ବୋଚ୍ଚ ନେତା ଭାବରେ ଖାମେନେଇଙ୍କ ପୁଅ ମୁଜତାବା ହୋସେନି ଖାମେନେଇ ଘୋଷଣା କରାଗଲ। ଆମେରିକା ଓ ଇସ୍ରାଏଲର ଆକ୍ରମଣରେ ଇରାନ ସର୍ବୋଚ୍ଚ ନେତା ମୃତ ହୋଇଥିବା ନେଇ ସୂଚନା ମିଳିଛି। ଆୟତୋଲ୍ଲା ଅଲ୍ଲୀ ଖାମନେଇଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ଇରାନର ମିଡି଼ଆ।ସେପଟେ ଖାମନେଇଙ୍କ...

ଦୁବାଇ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚୂଡ଼ାନ୍ତ ସୀମାକୁ ପହଞ୍ଚିଥିବା ବେଳେ ଦୁବାଇରେ ଭୟାଭହ ପରିସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ, ଇରାନ ପକ୍ଷରୁ ମିସାଇଲ ଓ ଡ୍ରୋନ ଆକ୍ରମଣ ହୋଇଥିବା ଦାବି ହେଉଛି । ବିଶ୍ୱର ସର୍ବୋଚ୍ଚ ବୁର୍ଜ୍ ଖଲିଫା ଅଟ୍ଟାଳିକା ନିକଟ ଅଞ୍ଚଳରେ ଡ୍ରୋନ ମାଡ଼ ଘଟିଥିବାରୁ ଆଖପାଖରେ ଆତଙ୍କ ସୃଷ୍ଟି...










All rights reserved. Designed by Inter Softech