
ଟେପସା ଗ୍ରାମଠାରେ ଚାଳିଥିବା ନବକୁର୍ଣ୍ଣୟ ଗାୟତ୍ରୀ ଯଜ୍ଞର ପୂର୍ଣ୍ଣାହୁତି ସଂପୂର୍ଣ୍ଣ କଲ।ହାଣ୍ଡି.ଜିଲ୍ଲାର.ଭବାନୀପାଟଣା ବ୍ଳକ ଅଧିନସ୍ତ ପଲନା ଗ୍ରାମପଞ୍ଚାୟତ ର ଟେପସା ଗ୍ରାମରେ ଦୁଇଦିନ ଧରି ଚାଲିଥିବା ନବକୁଣ୍ଡିୟ. ଗାୟତ୍ରୀ ମହାଯଞ୍ଜ ର ପୂର୍ଣ୍ଣହୃତି ସହ ଯଞ ସମପୂର୍ଣ୍ଣ ହେ।ଇଯାଇଛି ଶନିବାର ଦିନ ୩ଘଣ୍ଟା ସମୟରେ ଗ୍ରାମର ସତାଧିକ ପୁରୁଷ ମହିଳା କିର୍ତ୍ତନ ମଣ୍ଡଳୀ ସହ ବିରାଟ ପଟୁଆରରେ...

ବଡ଼ବିଲ ସାଧୁସିଂହାଟିଂ ସ୍ଥିତ ମା ତାରିଣୀ ମନ୍ଦିରର ଚତୁର୍ଥତମ ବାର୍ଷିକଉତ୍ସବ ଅନୁଷ୍ଠିତ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ୱାର୍ଡ଼ ନମ୍ବର୍ ପନ୍ଦର ସାଧୁଶିଂ ହାଟ୍ଟିଂ ସ୍ଥିତ ମାଆ ତାରିଣୀଙ୍କ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ...

ଭୁବନେଶ୍ଵର: ରାଜଧାନୀରେ ୟୁଟ୍ୟୁବର ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଜଣେ ଯବାନ ଓ ତାଙ୍କର ଦୁଇ ପୁତୁରାକୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ମୃତ ଯୁବକ ରାହୁଲ...

ଜି ସିନେ ଆୱାର୍ଡ଼ ତରଫରୁ ମୁମ୍ବାଇ ଠାରେ ଧୁରନ୍ଧର ସିନେମା ପାଇଁ ବେଷ୍ଟ VFX ଆୱାର୍ଡ଼ ପାଇ ଯୋଗ୍ୟ ବିବେଚିତ ହୋଇ ଢେଙ୍କାନାଳ ଜିଲ୍ଳା ତଥା ଓଡିଶା ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ଶ୍ରୀ ରାଜେନ୍ଦ୍ର ମହାରଣା(VFX ସୁପର୍ଭାଇଜର )। ସେ ଭୁବନ ବ୍ଲକ ଅନ୍ତର୍ଗତ ମୁରୁଗା ଗ୍ରାମର ଶ୍ରୀଯୁକ୍ତ ଶ୍ରୀଧର ମହାରଣା ଙ୍କ ଜ୍ୟେଷ୍ଠ...

ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜାତୀୟ ବିଜ୍ଞାନ ଦିବସ–୨୦୨୬ ପାଳିତଢେଙ୍କାନାଳ, ଫେବୃଆରୀ ୨୮, ୨୦୨୬:ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ (NCSM)ର ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଫେବୃଆରୀ ୨୮, ୨୦୨୬ ତାରିଖରେ “ବିଜ୍ଞାନରେ ନାରୀ: ବିକଶିତ ଭାରତର ପ୍ରେରକ ଶକ୍ତି” ବିଷୟବସ୍ତୁ ଆଧାରିତ ଜାତୀୟ ବିଜ୍ଞାନ ଦିବସ ଉତ୍ସାହ ଓ ଆନନ୍ଦମୟ ପରିବେଶରେ...

କୋରେଇ ବିଜେପିର ମିଶ୍ରଣ ପର୍ବଆକାଶଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ଛାଡି ବିଜେପିରେ ସାମିଲ ହେଲେ ନେତା ଓ କର୍ମୀରସୁଲପୁର ବ୍ଲକ୍ ବଡକଇଁଚି ଗ୍ରାମପଂଚାୟତର ସମିତିସଭ୍ୟ ବିଜେଡି ଛାଡି ବିଜେପିରେ ମିଶିଲେ । ବ୍ୟାସନଗର, ୨୮/୦୨ : ଶାସକ ବିଜେପିର ଦେଢବର୍ଷରୁ ଉର୍ଦ୍ଧ୍ୱ ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପି ଆଡକୁ ଢଳୁଛନ୍ତି ଅନ୍ୟଦଳର ପଂଚାୟତ ପ୍ରତିନିଧି...








All rights reserved. Designed by Inter Softech