
ଆସନ୍ତା ୩ ତାରିଖରେ ଚନ୍ଦ୍ର ଗ୍ରହଣ । ଦୋଳ ପୂର୍ଣ୍ଣିମାରେ ପଡ଼ୁଛି ଗ୍ରହଣ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ: ଆକାଶରେ ଦେଖାଯିବ ‘ବ୍ଲଡ୍ ମୁନ୍’ର ଦୁର୍ଲଭ ଦୃଶ୍ୟ ଅନୁଗୋଳ/ଭୁବନେଶ୍ୱର (ଜାଗ୍ରତ ଭାରତ ନ୍ୟୂଜ): ମହାକାଶ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଏକ ବିରଳ ସଂଯୋଗ ନେଇ ଆସୁଛି। ଏହି...

ନୁଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ଵକପରେ ଟିମ ଇଣ୍ଡିଆ ଚମତ୍କାର ବିଜୟ ହାସଲ କରିଛି। ଆଜି ୫ ୱିକେଟରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତୀୟ ଦଳ ବଡ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଭାରତୀୟ ଦଳ ଷଷ୍ଠ ଥର ପାଇଁ ଟି-୨୦ ବିଶ୍ଵକପର ସେମିଫାଇନାଲକୁ ଉନ୍ନୀତ...

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ମଧ୍ୟପ୍ରାଚ୍ୟ ବିବାଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ରାତି ୯:୩୦ରେ ଦିଲ୍ଲୀରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (CCS)ର ଏକ ବୈଠକର ଅଧ୍ୟକ୍ଷତା କରିବେ। ମୋଦୀ ପ୍ରାୟ ରାତି ୯:୩୦ରେ ତାଙ୍କର ଗସ୍ତ ସାରି ଦିଲ୍ଲୀରେ ଅବତରଣ କରିବେ ବୋଲି ଆଶା କରାଯାଉଛି। ବୈଠକରେ...

ଇରାନର ସର୍ବୋଚ୍ଚ ଶାସନ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଭାରତର ବିଭିନ୍ନ ସ୍ଥାନରେ ପ୍ରତିବାଦ ପ୍ରଦର୍ଶନ ଦେଖା ଦେଇଛି। ଖାମେନେଇଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଆମେରିକା ଏବଂ ଇସ୍ରାଏଲ ବିରୋଧୀ ସ୍ଲୋଗାନ ଦେଇଛନ୍ତି ପ୍ରତିବାଦକାରୀ। ଉତ୍ତେଜନା ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଆମେରିକା ଏବଂ ଇସ୍ରାଏଲ ଆକ୍ରମଣରେ ଇରାନର...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/03/Picsart_25-11-05_07-59-52-526-1.jpg)
ଆଜି ୨ ମାର୍ଚ୍ଚ ୨୦୨୬, ସୋମବାର, ଫାଲ୍ଗୁନ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି। ଆଜିର ଗ୍ରହ ନକ୍ଷତ୍ର ଅନୁସାରେ ସମସ୍ତ ୧୨ଟି ରାଶି ପାଇଁ ଭାଗ୍ୟଫଳ ଏବଂ ପ୍ରତିକାର ନିମ୍ନରେ ପ୍ରଦାନ କରାଗଲା: ୧. ମେଷ (Aries) ୨. ବୃଷ (Taurus) ୩. ମିଥୁନ (Gemini) ୪. କର୍କଟ (Cancer) ୫. ସିଂହ (Leo) ୬. କନ୍ୟା...

ସିଂହପୁରର ବରିଷ୍ଠ ନାଗରିକ ମଞର ବାର୍ଷିକ ଉତ୍ସବ ଓ ଦିବ୍ୟାଙ୍ଗଙ୍କୁ ଆର୍ଥିକ ସହାୟତା ଏବଂ ସମ୍ବର୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ଯାଜପୁର – ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଠାରେ ଥିବା ବରିଷ୍ଠ ନାଗରିକ ମଞର ବାର୍ଷିକ ଉତ୍ସବ ସ୍ଥାନୀୟ ସାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଇଞ୍ଜିନିୟର ପଦ୍ମନାଭ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...








All rights reserved. Designed by Inter Softech