
ଲାଞ୍ଚ ନେବା ପଡ଼ିଲା ମହଙ୍ଗା । ୩୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ । କଟକ ସର୍କଲର ଖଣି ଉପନିର୍ଦ୍ଦେଶକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଖଣି ଉପନିର୍ଦ୍ଦେଶକ ହେଲେ ଦେବବ୍ରତ ମହାନ୍ତି । ସେ ଜନୈକ ବ୍ୟବସାୟୀଙ୍କଠାରୁ ପୁରୀର ଗୋପରେ ତାଙ୍କର କୋଇଲା ଡିପୋକୁ ସୁଗମ ଭାବରେ ପରିଚାଳନା କରିବା ଏବଂ ପଶ୍ଚିମବଙ୍ଗକୁ...

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଫ୍ରାଞ୍ଚାଇଜ୍ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ (LSG) ମଙ୍ଗଳବାର ଦିନ ଆଗାମୀ ସିଜିନ୍ ପୂର୍ବରୁ ଏହାର ନୂତନ ଲୋଗୋ ଉନ୍ମୋଚନ କରିଛି। ଏହି ନୂତନ ପ୍ରତୀକରେ ତିନୋଟି ଶକ୍ତିଶାଳୀ ଗରୁଡ଼, ମୁକୁଟ ଏବଂ ହାତୀକୁ ଏକାଠି କରାଯାଇଛି। LSG ପକ୍ଷରୁ ବିବୃତ୍ତିରେ କୁହାଯାଇଛି ଯେ, ଗରୁଡ଼ ସାହସକୁ ପ୍ରତିନିଧିତ୍ୱ କରେ। ଉଠିବା, ଚ୍ୟାଲେଞ୍ଜ...

– ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ରୁ ଆରମ୍ଭ ହୋଇ ଏପ୍ରିଲ୍ ୮ରେ ଶେଷ ହେବ- ମାର୍ଚ୍ଚ ୩୧ରେ ୨୦୨୬-୨୭ ଆର୍ଥିକ ବର୍ଷର ଆପ୍ରୋସିଏସନ୍ ବିଲ୍ ଭୁବନେଶ୍ୱର: ସପ୍ତଦଶ ବିଧାନସଭାର ଷଷ୍ଠ ତଥା ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଫେବ୍ରୁଆରୀ ୨୫ରୁ ମାର୍ଚ୍ଚ ୮ ମଧ୍ୟରେ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।...

ଭୁବନେଶ୍ୱର – ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍.ପି. ଓ ଡି.ସି.ପି.ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ସାଇବର କ୍ରାଇମ୍ ୟୁନିଟ୍ ମାନଙ୍କ...

ଜିଲା ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା ତରଫରୁ ବିଭିନ୍ନ ଖାଦ୍ୟ ପଦାର୍ଥର ଅପମିଶ୍ରଣକୁ ନେଇ ମିଳିତ ଚଢାଉ ଜାରି ରହିଥିଲା। ଏହି ଚଢାଉ କାର୍ଯ୍ୟକ୍ରମରେ ଖାଦ୍ୟ ନିରାପତା ବିଭାଗର ଫୁଡ୍ ସେଫଟି ଅଫିସର ବିଭୁଦତ ଦାସ, ଏପଫୋର୍ସମେଂଟ ଅଫିସର ଶିବରଂଜନ ମହାପାତ୍ର, ସାନିଟେସନ ଇନ୍ସିପେକ୍ଟର ମନୋରଂଜନ ରାଉତଙ୍କ ସହ ମିନହାଜ କ୍ୱାଦ୍ରୀ, ଶରତ ଚନ୍ଦ୍ର ରାଉତ, ପ୍ରକାଶ...

ରାଜ୍ୟରେ ୭୦୬ଟି ଥାନା ରହିଛି। ସେଥିରୁ ୬୩୨ଟି ଥାନାରେ ସିସିଟିଭି ସମ୍ପୂର୍ଣ୍ଣ ଭାବେ କାର୍ୟ୍ୟ କରୁଛି। ବଳକା ୭୪ ଥାନାରେ ସିସିଟିଭି ଅଚଳ ରହିଛି କିମ୍ବା ଲାଗିନଥିବା ଜଣାପଡ଼ିଛି। ଭୁବନେଶ୍ବରର ଦୁଇଟି ଥାନାରେ ସିସିଟିଭି କାମ କରୁନି। କଟକର ୩ଟି ଥାନାରେ ସିସିଟିଭି ଅଚଳ ରହିଛି। ଭୁବନେଶ୍ବର ଓ କଟକର ଗୋଟିଏ ଲେଖାଏଁ ଥାନାରେ ସିସିଟିଭି ଲାଗିନି।...








All rights reserved. Designed by Inter Softech