
ନୁଆଦିଲ୍ଲୀ: ଇରାନରେ ବଢ଼ୁଥିବା ଉତ୍ତେଜନା ଏବଂ ସମ୍ପ୍ରତି ବିରୋଧ ପ୍ରଦର୍ଶନ ମଧ୍ୟରେ ତେହେରାନରେ ଥିବା ଭାରତୀୟ ଦୂତାବାସ ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ କଡ଼ା ପରାମର୍ଶ ଦେଇଛି। X ରେ ଜାରି କରାଯାଇଥିବା ଏକ ମାର୍ଗଦର୍ଶିକାରେ ଦୂତାବାସ କହିଛି ଯେ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ସମେତ ସମସ୍ତ ଭାରତୀୟ, ବାଣିଜ୍ୟିକ ବିମାନ...

ଦଣ୍ଡସିହା ଗ୍ରାମ ମୌଜାରେ ସରକାରୀ ଜମି ଆଦେଶ ନାମକୁ ଖାରଜ ନିମନ୍ତେ କଣିହାଁ ତହସିଲ ଅଫିସ ଘେରାଉ କଣିହାଁ (ଜାଗ୍ରତ ଭାରତ ନ୍ୟୂଜ)୨୩/୦୨ – ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ: ଦଣ୍ଡସିହା ଗ୍ରାମ ମୌଜାରେ ଥିବା ସରକାରୀ ଜମି ଖାତାନମ୍ୱର -୨ ୦୨ରୁ ପ୍ଲଟ ନମ୍ବର -୨୭୬/୨୨୮୦ପ୍ଲଟ ରୁ ବର୍ତ୍ତମାନ ୧୭ଜଣକୁ ଜମି ପଟା ଦେବା ନିମନ୍ତେ...

ଭୁବନେଶ୍ୱର: ଗତ ୫ ବର୍ଷରେ ୩୧୦ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଗିରଫ ହୋଇଛନ୍ତି । ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଆୟ ବହିର୍ଭୂତ ସମ୍ପତ୍ତି...

ଭୋଗରାଇ: ପଦ୍ମ ଧରିବେ ପୂର୍ବତନ ବିଜେଡି ନେତା ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ । ବିଜେଡିକୁ ଝଟ୍କା ଦେଇ ବିଜେପିରେ ଯୋଗଦେବେ ଭୋଗରାଇର ପୂର୍ବତନ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ। ଏନେଇ ଖୋଦ ଅଭିଜିତ ସୂଚନା ଦେଇଛନ୍ତି । ସେ କହିଛନ୍ତି ମୁଁ ଓ ମୋ ପରିବାର ଖୁବଶୀଘ୍ର...

ଭୁବନେଶ୍ୱର:ରାଜ୍ୟରେ ୪୦ ସକ୍ରିୟ ମାଓବାଦୀ ଅଛନ୍ତି । ସୋମବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼ରେ ମାଓବାଦୀମାନେ ସକ୍ରିୟ ଅଛନ୍ତି । ଏହି ୬ ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଦଳ ହୋଇ ମାଓବାଦୀମାନେ କାର୍ଯ୍ୟ କରୁଛନ୍ତି ।...

ଆଜି ବିଧାନସଭା ବଜେଟ୍ ଅଧିବେଶନର ଷଷ୍ଠ ଦିନ। ଆଜି ପ୍ରଶ୍ନତ୍ତୋର କାଳ ଆରମ୍ଭ ରୁ ବିରୋଧୀମାନେ ହୋହାଲ୍ଲା ଏବଂ ନାରାବାଜି କରିଥିଲେ। ବିଜେଡି ସଦସ୍ୟମାନେ ଗୃହରେ ଚାଷୀ ପ୍ରସଙ୍ଗ ଉଠାଇଥିବାବେଳେ କଂଗ୍ରେସ ଏପଷ୍ଟିନ୍ ଫାଇଲ୍ ଘଟଣା ଉଠାଇଥିଲା। ମାତ୍ର ୬ ମିନିଟ୍ ପ୍ରଶ୍ନୋତ୍ତର ଚାଲିବା ପରେ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ବାଚସ୍ପତି ଗୃହ ମୁଲତବୀ ଘୋଷଣା...








All rights reserved. Designed by Inter Softech