
ଏଣିକି କାଚ ବୋତଲରେ ମିଳିବ ନାହିଁ ମଦ । ପ୍ୟାକେଟର ରୂପ ବଦଳି ଟେଟ୍ରା ପ୍ୟାକରେ ଆସିବ ମଦ । ଏହି ନୂତନ ପ୍ୟାକେଜିଂ ସିସ୍ଟମ ଅନେକ ରାଜ୍ୟରେ ପ୍ରଚଳିତ ଅଛି । ଓଡ଼ିଶାରେ ମଧ୍ୟ ଏହି ସିସ୍ଟମ ଆରମ୍ଭ ହେବ । କାରଣ ଏହାକୁ ପରିବେଶ ସୁରକ୍ଷା ପାଇଁ ଅଧିକ ସହାୟକ ବୋଲି ବିବେଚନା କରାଯାଉଛି...

ନୁଆଦିଲ୍ଲୀ: ଏଆଇ ସମ୍ମିଳନୀ ସମୟରେ ଭାରତ ମଣ୍ଡପମ ବାହାରେ ପ୍ରତିବାଦ କରିବା ସହ ଗିରଫ ହୋଇଥିବା ଚାରି ଯୁବ କଂଗ୍ରେସ କର୍ମୀଙ୍କୁ ଆଜି ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସମସ୍ତଙ୍କୁ ଚାରିରୁ ପାଞ୍ଚ ଦିନର ପୋଲିସ ରିମାଣ୍ଡରେ ପଠାଇଛି। ଦିଲ୍ଲୀ ପୋଲିସ ସେମାନଙ୍କୁ ହେପାଜତରେ ପଚରାଉଚରା କରିବାକୁ ଅନୁମତି ଦେବା ସହିତ, କୋର୍ଟ ସେମାନଙ୍କର...

ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ-୫୫ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ କାର୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ।ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର୍ ଫେରାର ହୋଇଯାଇଛି । ମୃତକଙ୍କ ମଧ୍ୟରେ ଛାତ୍ର ବିଜେଡି ନେତା ଅମିତ କୁମାର ସାହୁ ଓ ଭୀଷ୍ମ ସାହୁ ଅଛନ୍ତି...

ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ ଏସଆଇଆର ପ୍ରକ୍ରିୟା । ଜାରି ରହିଛି ମ୍ୟାପିଂ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ସନ୍ଥଗୋପାଳନ ସୂଚନା ଦେଇଛନ୍ତି । ୨୦୦୨ ଏସଆଇଆର ତାଲିକାର ବିବରଣୀ ଯାଞ୍ଚ କରି ଜଣାଇବାକୁ ନିବେଦନ କରିଛନ୍ତି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଇଲୋକ୍ଟ୍ରୋନିକ କ୍ଲିନ ହେବା ଦରକାର...

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ । ଭବାନୀପାଟଣା (ଜାଗ୍ରତ ଭାରତ) ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସୱାନ୍ କକ୍ଷଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ, କଳାହାଣ୍ଡି ଙ୍କ ଦ୍ଵାରା ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ସତର୍କତା ମୂଳକ...

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣେଇଲେ ପାଲଲହଡା ବିଧାୟକ ଭୁବନେଶ୍ୱର/କଣିହାଁ (ଜାଗ୍ରତ ଭାରତ ନ୍ୟୂଜ)୨୦/୦୨ – ପାଲଲହଡ଼ାର ବହୁ ପ୍ରତିକ୍ଷିତ ମାଙ୍କଡା ମଧ୍ୟମ ଜଳ ସେଚନ ପ୍ରକଳ୍ପକୁ ଆଜି ବଜେଟରେ ଅନୁମୋଦନ ମିଳିଛି l ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରି ମାଙ୍କଡ଼ା ପ୍ରକଳ୍ପ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି l ଏହି ପ୍ରକଳ୍ପ ହେଲେ ପାଳଲହଡାର ୧୨...










All rights reserved. Designed by Inter Softech