
ଭୁବନେଶ୍ୱର: ୨୦୨୬ – ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଧାନସଭାରେ ପ୍ରାୟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ରାଜ୍ୟରେ ନିର୍ମାଣ ହେବ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା। ଗୃହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଲିଖିତ ଉତ୍ତର। ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ନିର୍ମାଣ ପାଇଁ ସରକାରଙ୍କ ପ୍ରସ୍ତାବ ରହିଛି ।ଓଡ଼ିଶାରେ ନାଟକର ଉନ୍ନତି, ପ୍ରଚାର ପ୍ରସାର କରାଯାଉଛି । ରାଜ୍ୟ ଓ ରାଜ୍ୟ ବାହାରେ ଓଡ଼ିଆ ନାଟକ ଆୟୋଜିତ କରାଯାଉଛି ।

ଲାଞ୍ଚ ନେବାବେଳେ ବ୍ଲକ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ । ଟାଙ୍ଗୀ ଚୌଦ୍ୱାର ବ୍ଲକ କର୍ମଚାରୀ ଭାରତ ଭୂଷଣ ମିଶ୍ର । ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଭଟିମୁଣ୍ଡା ଗ୍ରାମ ପଞ୍ଚାୟତ ପିଇଓ ଅଛନ୍ତି ଭାରତ । ଜଣେ ମେକାନିକଙ୍କ ବକେୟା ଦରମା ଦେବାକୁ ମାଗିଥିଲେ ଲାଞ୍ଚ। ଟ୍ରାପ ପରେ ଆୟ...

ଆମେରିକା ସୁପ୍ରିମକୋର୍ଟ ଟାରିଫ ନୀତି ରଦ୍ଦ କରିବା ପରେ ବି ଟାରିଫ୍ ବୋଝରୁ ଭାରତକୁ ମିଳିବନି ମୁକ୍ତି । ଭାରତକୁ ଟାରିଫ ଦେବାକୁ ପଡ଼ିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଟାରିଫ କିଛି ବି ବଦଳିବ ନାହିଁ । ଭାରତକୁ ଟାରିଫ୍ ଦେବାକୁ ପଡ଼ିବ ଏବଂ ଆମକୁ କୌଣସି ଟାରିଫ୍ ଦେବାକୁ ପଡ଼ିବ...

ନୁଆଦିଲ୍ଲୀ: ଗୁରୁବାର ଅପରାହ୍ନରେ ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ଫିଙ୍ଗାଯାଇଥିବା ସୂଚନା ମିଳିଛି। ଏହି ଖବର ଉତ୍ତେଜନା ସୃଷ୍ଟି କରିଛି। କାରଣ ଆରଏସଏସ ମୁଖ୍ୟ ମୋହନ ଭାଗବତ ମଧ୍ୟ ସେହି ଟ୍ରେନରେ ଯାତ୍ରା କରୁଥିଲେ। ପଥର ଦ୍ଵାରା ଗୋଟିଏ କୋଚର କାଚ ମଧ୍ୟ ଭାଙ୍ଗିଯାଇଛି। ଏହି ଘଟଣାରେ କୌଣସି ଯାତ୍ରୀ...

ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଓଡିଶା ବଜେଟ 2026 ଉପସ୍ଥାପନା କରିଛନ୍ତି। ଏହି ବଜେଟରେ ସେ ଯେଉଁସବୁ ବିଭାଗକୁ ଅର୍ଥ ଅନୁମୋଦନ କରିଛନ୍ତି ତାହା ହେଲା..








All rights reserved. Designed by Inter Softech