
ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ତାଳଚେର, ୨୧/୦୨ ତାଳଚେରକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିବା ଦାବୀରେ ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ସୁକାନ୍ତ କୁମାର ବେହେରାଙ୍କୁ ଦାବୀ ପ୍ରଦାନ କରି ତାଳଚେର ଜିଲ୍ଲାର ଉପକାରିତା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।...

ପରଜଙ୍ଗ ବ୍ଲକ ତିନି ନଂ ଜୋନ୍ ରେ ଆପ୍ ର ସାଙ୍ଗଠନିକ ବୈଠକ, ଚାଷୀମାନଙ୍କ ଉପରେ ଅତ୍ୟାଚାର ଓ ଆମେରିକା ପାଖରେ କେନ୍ଦ୍ର ସରକାରଙ୍କ ନତମସ୍ତକକୁ ନିନ୍ଦା ପରଜଙ୍ଗ : ପରଜଙ୍ଗ ବ୍ଲକ ତିନି ନଂ ଜିଲ୍ଲାପରିଷଦ ଜୋନ୍ ରେ ଆପ୍ ର ସାଙ୍ଗଠନିକ ବୈଠକ କୁମୁଶି ପଞ୍ଚାୟତ ଅଁଳାକଟା ଗ୍ରାମ ଠାରେ ବ୍ଲକ ସଭାପତି ବିଭୂରଞ୍ଜନ...

ମାଁ ସୁବର୍ଣ୍ଣରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ । ମାନଝରି କୁ ହରାଇ କାନ୍ଦୁଲଝେର ବିଜୟୀ ଗୋଲାମୁଣ୍ଡା,୨୧/୨ : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଳକ ଅଧିନ ଟିଙ୍ଗିପଦର ଗ୍ରାମ ସ୍ଥିତ ସୁରେନ୍ ବାହେଲି ଖେଳ ପଡ଼ିଆ ଠାରେ ମାଁ ସୁବର୍ଣ୍ଣରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି । ଏହି ଉଦଘାଟନୀ ଦିବସରେ ମାନଝରି ଓ କାନ୍ଦୁଲଝେର ମଧ୍ୟରେ ମ୍ୟାଚ...

ତାଳଚେରରେ କୋଇଲା ପରିବହନରୁ ବାୟୁ ପ୍ରଦୁଷଣ | ଜବାବ୍ ମାଗିଲେ ଏନ୍ଜିଟି ତାଳଚେର- ତାଳଚେରର ବାୟୁର ଗୁଣବତ୍ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ସ୍କେଚାସେବୀ ରାଜ୍ କିଶୋର ସାହୁ। କେବଳ ତାଳଚେରରେ ଚଳିତ ଆର୍ଥିକ ବର୍ଷରେ ମହାନଦୀ କୋଲ୍ ଲିମିଟେଡ୍ ବାର୍ଷିକ ୧୨୫ ନିୟୁତ ଟନ୍ କୋଇଲା ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ତାଳଚେରକୋଇଲା...

ଆସନ୍ତା ୨୩ ତାରିଖରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ଚାଲୁଥିବାରୁ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବିଧାନସଭା ଅଧିବେଶନ ଚାଲୁଥିବାରୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ଗଣ ବ୍ୟସ୍ତ ଥିବାରୁ...

ବାରିପଦା: ଶିମିଳିପାଳରେ ଆତ୍ମସମର୍ପଣ କଲେ ୩୯ ଶିକାରୀ। ଏହାସହ ୯ଟି ବନ୍ଧୁକ ଜବତ ହୋଇଛି। AI କ୍ୟାମେରାରେ ଧରାପଡ଼ିଲେ ୩୯ ଶିକାରୀ। ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କଲା ବନ ବିଭାଗ। ଏହାସହ ବିପୁଳ ପରିମାଣର ବନ୍ଧୁକ ପାଉଡର ଏବଂ ୨୦ ରୁ ଅଧିକ ଧନୁ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏନେଇ ବନ...









All rights reserved. Designed by Inter Softech