
ଦିର୍ଘ ଦୁଇ ବର୍ଷର ଅନିଶ୍ଚିତତା ପରେ ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ତାରିକ ରହମାନ ମଙ୍ଗଳବାର ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହିଂସାତ୍ମକ ବିକ୍ଷୋଭ ଏବଂ ବିଶୃଙ୍ଖଳା ଦେଇ ଗତି କରିଥିବା ଦେଶର ପୁନର୍ଗଠନ ଏବଂ ସ୍ଥିତି ସୁଧାରିବା ଭଳି ଏକ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୫ ଓ ୨୬ ତାରିଖ ଦୁଇଦିନ ପାଇଁ ଇସ୍ରାଏଲ ଗସ୍ତରେ ଯିବେ। ମୋଦୀଙ୍କ ଏହି ଗସ୍ତ ସମ୍ପର୍କରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୂଚନା ଦେଇଛନ୍ତି। ରବିବାର ଜେରୁଜେଲମ୍ରେ ଆମେରିକୀୟ ଇହୁଦି ସଂଗଠନକୁ ସମ୍ବୋଧନ କରିବା ସମୟରେ ନେତାନ୍ୟାହୁ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କର ଏହା ଦ୍ବିତୀୟ ଇସ୍ରାଏଲ...

ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟକା । ଟି-୨୦ ବିଶ୍ୱକପରୁ ବାଦ ପଡ଼ିଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ସୁପର ୮ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ। ଆୟର୍ଲାଣ୍ଡ-ଜିମ୍ବାୱେ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହେବା ପରେ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଥିଲା। ଜିମ୍ବାୱେର ବର୍ତ୍ତମାନ ୩ଟି ମ୍ୟାଚ୍ ରୁ ୫ ପଏଣ୍ଟ ଅଛି, ଏବଂ ଯଦି...

ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ପ୍ରାପ୍ତ ସୂଚନା ଅନୁଯାୟୀ, ଜୈଶ-ଏ-ମହମ୍ମଦ ସଦସ୍ୟଙ୍କ ଏକ ଗୋଷ୍ଠୀ ଅନ୍ତର୍ଜାତୀୟ ସୀମା ପାର କରି ସଫଳତାର ସହ ଭାରତରେ ଅନୁପ୍ରବେଶ କରିଛନ୍ତି। ଏନେଇ ଜାମ୍ମୁ କାଶ୍ମୀରରେ ହାଇ ଆଲର୍ଟ ଜାରି ହୋଇଛି। ମଙ୍ଗଳବାର ସକାଳେ କଠୁଆ ଓ ସାମ୍ବା ଜିଲ୍ଲାରେ ସୁରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି।ସୁରକ୍ଷା ବାହିନୀ ଏହି ଆତଙ୍କବାଦୀଙ୍କ ପରିବର୍ତ୍ତିତ ରୂପ...

ଭୁବନେଶ୍ୱର: ବିଧାନସଭାରେ ବଦଳିଲା ସନାତନ ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କ ସିଟ । ବିଜେଡିରୁ ନିଲମ୍ବନ ପରେ ଦୁହିଁଙ୍କ ଆସନ ବଦଳିଯାଇଛି । ପୂର୍ବରୁ ଅରବିନ୍ଦ ମହାପାତ୍ରଙ୍କ ସିଟ ଥିଲା ଜି-୧୯ ଏବେ କିନ୍ତୁ ଏଫ-୧୯ । ସେହିପରି ସନାମହାକୁଡଙ୍କ ସିଟ ଏଫ-୧୪ ଥିବା ବେଳେ ଏବେ ହୋଇଛି ଏଫ-୨୧ । ଅରବିନ୍ଦ ମହାପାତ୍ରଙ୍କ ସିଟ ବିଧାୟକ...

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ଜୟ ଜଗନ୍ନାଥ କହି ରାଜ୍ୟପାଳ ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ତେବେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ବିରୋଧୀ ଦଳ କକ୍ଷତ୍ୟାଗ କରିଛନ୍ତି । ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟ କକ୍ଷତ୍ୟାଗ କରିଛନ୍ତି । ବଡ କଥା ହେଉଛି, ଆସନ ବଦଳିଥିବା ସନାତନ...










All rights reserved. Designed by Inter Softech