
ମହାଶିବରାତ୍ରିରେ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପତ୍ରିକା ସତ୍ୟମ୍ ଶିବମ୍ ସୁନ୍ଦରମ ଉନ୍ମୋଚିତ । ଭୁବନେଶ୍ୱର – ରାଜଧାନୀ ରୁ ପ୍ରକାଶ ପାଉଥିବା ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପତ୍ରିକା ସତ୍ୟମ୍ ଶିବମ୍ ସୁନ୍ଦରମ୍ ର ୧୮ତମ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର ସଂଖ୍ୟା , ଶ୍ରୀ ଲିଙ୍ଗରାଜ ମନ୍ଦିର ସମ୍ମୁଖସ୍ଥ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଆଧ୍ୟାତ୍ମିକ ମେଳା ରେ...

ଆଦିତ୍ୟ ବାହିନୀ ଓ ଆନଦ ବାହିନୀ ତରଫରୁ ଶ୍ରଦ୍ଧାଞ୍ଜଳି ସଭା ବ୍ରହ୍ମପୁର ଆଜି ୧୭-୨- ମଙ୍ଗଳବାର ଦିନ ବାବାଜୀ ତୁଟା ସାହି ଶ୍ରୀ ଶ୍ରୀ ଶ୍ରୀ ଗୋପାଳ ଜୀଉ ପ୍ରଙ୍ଗାଣ ରେ ଆଦିତ୍ୟ ବାହିନୀ,ଆନଦ ବାହିନୀ ଓ ପୀଠ ପରିଷଦର ବରିଷ୍ଠ ସଦସ୍ୟ ତଥା ଧର୍ମପ୍ରଚାରକ ଇଞ୍ଜିନିୟର ସୂର୍ଯ୍ୟ ନାରାୟଣ ରଥଙ୍କ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇଥିଲା।ରାମାଧୀନ ସଂସ୍କୃତ...

ତାଳଚେର ବସ୍ ଷ୍ଟାଣ୍ଡ ରେ ଯାତ୍ରି ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ମୌଳିକ ସମସ୍ୟା ସମାଧାନ ନହେଲେ ୧୮ ତାରିଖ ରୁ ଷ୍ଟାଣ୍ଡ ଭିତରକୁ ବସ୍ ଆଣିବୁ ନାହିଁ ବୋଲି ଲିଖିତ ଅଭିଯୋଗ କରିଥିଲେ। ଏହାପରେ ମ୍ୟୁନିସପାଲିଟି ତତ୍ପର ଦେଖାଇ ବସ ଷ୍ଟାଣ୍ଡରେ ଆଲୋକ ଲଗାଇଥିଲେ ଓ ପାଣିର ସୁବିଧା କାମ ଆରମ୍ଭ କରିଛନ୍ତି । ଏହା...

ସମଲ ପୋଲିସ ହାତରେ ଧଳା ଜହର ଚାଲାଣ କାରି ଗିରଫ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନାର ଏସଆଇ ବିଚିତ୍ରାନନ୍ଦ ସାହୁ ଓ ସାଥି କର୍ମଚାରୀ ଗତ ୧୬ତାରିଖ ରାତି ୧୨ଟା ବେଳେ ପେଟ୍ରୋଲିଂ କଲାବେଳେ ଜଣେ ବ୍ରାଉନ ସୁଗାର ବ୍ୟବସାୟୀକୁ ଗିରଫ କରିବାରେ ସଫଳ ହେଇଛନ୍ତି। ତୁମୁଗୋଲା ଓ ଡଙ୍ଗରବେଡା କେନାଲ ରାସ୍ତାରେ ମୋଟର...

ଲୁହାପଥର ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ୍, ଗାଡ଼ି,ମେସିନ୍ ସହ ଜଣେ ଗିରଫ। କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ପୋଲିସକୁ ମିଳିଛି ସଫଳତା । ଲୁହାପଥର ଚୋରୀ କରୁଥିବା ବେଳେ, ମାଡ଼ିବସିଲା ପୋଲିସ । ବାମେବାରୀ ଥାନା ଅନ୍ତର୍ଗତ ପଳସା ସଂରକ୍ଷିତ ଜଙ୍ଗଲରେ ପୋଲିସର ଚଢ଼ାଉ କରି ଲୁହାପଥର ଚୋରୀ କରୁଥିବା ଲକ୍ଷାଧିକ ଟଙ୍କାର ଲୁହାପଥର ବୋଝେଇ ହୋଇଥିବା...

ବାବା ଆଖଣ୍ଡଳମଣୀ ମନ୍ଦିରର ପ୍ରଥମ ବାର୍ଷିକ ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ଯାଜପୁର _ବିଞାରପୁର ବ୍ଳକ ଅନ୍ତର୍ଗତ ହରିପୁର ସ୍ଥିତ ରାମଚନ୍ଦ୍ରପୁର ଗ୍ରାମ ହେଉଛି ଏକ ସଂସ୍କୃତ ଓ ଆଧ୍ୟାତ୍ମିକ ଚେତନାର ଉର୍ବର ମାଟି। ଏଠାକାର ମଠ ମନ୍ଦିର ତଥା ଆଧ୍ୟାତ୍ମିକ ବାତାବରଣ ଗ୍ରାମ୍ୟ ଜିବନକୁ ମହନୀୟ କରିଥାଏ। ସଂପ୍ରତି ଭାଇଚାରାର ଐକ୍ୟର...









All rights reserved. Designed by Inter Softech