
କୁଞ୍ଜକାନ୍ତ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମର ପୂର୍ଣାହୁତି ଢେଙ୍କାନାଳ, ୧୦/୨ – ୩୯ତମ କୁଞ୍ଜକାନ୍ତ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଚଳିତ ଫେବୃଆରୀ ମାସ ୩ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଅଦ୍ୟ ମଙ୍ଗଳବାର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ ପ୍ରବକ୍ତା ପଣ୍ଡିତ ବିପିନି ବିହାରୀ...

ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା କାର୍ଯ୍ୟସମିତି ବୈଠକତାଳଚେର, ୧୦/୦୨ ପୁରୀ ଗୋବର୍ଦ୍ଧନ ପିଠାଧୀସ ଜଗତଗୁରୁ ଶଙ୍କରାଚାର୍ଯ୍ୟ କିଛିମାସ ପୂର୍ବରୁ ତାଳଚେର ରେ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ର ଉଦଘାଟନ କରିଥିଲେ ।ଏହାକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ର ମୁଖ୍ୟ ଡ଼ା ସଂଜୀବ ରାଉତ ଙ୍କ ସଂଯୋଜନା ରେ...

ତାଳଚେର – ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ-01 (DGMS) ନେତୃତ୍ୱରେ ଅନନ୍ତ ଓପନ୍କାଷ୍ଟ (OCP), ବଳରାମ OCP ଏବଂ ଭୁବନେଶ୍ୱରୀ OCPରେ ନୂତନ ଶ୍ରମ ଆଇନ ସମର୍ଥନରେ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ସାରା ଦେଶରେ ନୂତନ ଶ୍ରମ ଆଇନ କାର୍ଯ୍ୟକାରୀ କରିବା ସମ୍ପର୍କରେ, ଅନନ୍ତ ଓପନକାଷ୍ଟ (OCP), ବଳରାମ OCP, ଏବଂ ଭୁବନେଶ୍ୱରୀ...

ଅନୁଗୋଳରେ ସୁରକ୍ଷିତ ଇଣ୍ଟରନେଟ୍ ଦିବସ ପାଳିତ ଅନୁଗୋଳ, ୧୦.୦୨ : ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର(NIC), ଅନୁଗୋଳ ଦ୍ଵାରା ଆଜି ‘ସୁରକ୍ଷିତ ଇଣ୍ଟରନେଟ୍ ଦିବସ’ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟ-୨ ଏବଂ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ...

ୟୁଜିସି ରେଗୁଲେସନ୍ ପ୍ରତ୍ୟାହାର ଦାବିରେ ବ୍ରାହ୍ମଣ ସମାଜ କଳାହାଣ୍ଡିର ବିକ୍ଷୋଭ ଭବାନୀପାଟଣା (ଜାଗ୍ରତ ଭାରତ) ୧୦/୦୨: ଭାରତର ଉଚ୍ଚ ଶିକ୍ଷା କ୍ଷେତ୍ରର ସର୍ବୋଚ୍ଚ ସଂସ୍ଥା ୟୁଜିସି ଦ୍ଵାରା ୨୦୨୬ ମସିହାରେ କରାଯାଇଥିବା ଅଧିନିୟମର ପ୍ରତ୍ୟାହାର ଦାବି କରି ଆଜି ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହି...

ଜିଲ୍ଲାପାଳଙ୍କୁ ଘେରିଲେ କମଗାଁବାସୀ ଭଟଲି (ଅଭିମନ୍ୟୁ ପଧାନ): ଭଟଲି ବ୍ଲକ୍ କମଗାଁଠାରେ ଥିବା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ସ୍ଥାନାନ୍ତରଣକୁ ବିରୋଧ କରି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ କମଗାଁ ବାସିନ୍ଦା ପହଞ୍ଚି ଅଭିଯୋଗ କରିଛନ୍ତି। ଜିଲ୍ଲାପାଳଙ୍କଠାରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ଅଭିଯୋଗ ଶୁଣାଣି ପରେ କମଗାଁ ଅଞ୍ଚଳର ଶହଶହ ଜନସାଧାରଣ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ତଳେ ବସି ଜିଲ୍ଲାପାଳଙ୍କୁ...











All rights reserved. Designed by Inter Softech