
ଭୁବନେଶ୍ୱର: ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍ଡିଏ ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଆଦୃତ ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେସେଲ୍ସପାଇଁ ୧୭୫ ମିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ସହିତ ନୂଆଦିଲ୍ଲୀରେ ଏକ ମିଳିତ ସାମ୍ବାଦିକ ସମ୍ବିଳନୀକୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସେସେଲ୍ସର ଗୃହନିର୍ମାଣ, ଇ-ମୋବିଲିଟି, ବୃତ୍ତିଗତ ପ୍ରଶିକ୍ଷଣ, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, ସାମୁଦ୍ରିକ ନିରାପତ୍ତା...

ପୁଣି ମଣିପୁରରେ ହିଂସା ଦେଖିବାକୁ ମିଳିଛି । ନାଗା ସମ୍ପ୍ରଦାୟର ଜଣଙ୍କ ଉପରେ ଆକ୍ରମଣ ପରେ ପରସ୍ପର ଉପରେ ଆକ୍ରମଣ ସହ ଘରପୋଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ମଣିପୁରର ଉଖ୍ରୁଳ ଜିଲ୍ଲାରେ ହିଂସା ଉଗ୍ର ରୂପ ନେଇଛି । ସଶସ୍ତ୍ର ହିଂସାକାରୀ ଅନେକ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତାଙ୍ଗଖୁଲ ନାଗା...

କାଙ୍କଡପାଳ ଗ୍ରାମରେ ୨୦ତମ ବାର୍ଷିକ ନାମଯଜ୍ଞ ଉଦ୍ଯାପିତ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ପୁରୁଣାସାହିରେ ୨୦ତମ ବାର୍ଷିକ ନାମଯଜ୍ଞ ଗତ ୭ ତାରିଖ ଠାରୁ ୯ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ ହେଉଅଛି । ଅଦ୍ୟ ନାମଯଜ୍ଞର ଉଦ୍ଯାପନୀ ଦିବସରେ ନଗର କୀର୍ତନ ଓ ସଂଧ୍ୟାରେ ଦୁଇଦଳ ମହିଳା ସଂକୀର୍ତନ ମଣ୍ଡଳୀ ଦ୍ୱାରା କାର୍ଯ୍ୟକ୍ରମ ପରିବେଷଣ...

ତାରିଖ : ୯ ଫେବୃଆରୀ ୨୦୨୬ଢେଙ୍କାନାଳ ଆଜି ଢେଙ୍କାନାଳ ସ୍ଥିତ ହୋଟେଲ୍ ସୂର୍ଯ୍ୟରେ ୟୁକୋ ବ୍ୟାଙ୍କ ତରଫରୁ ଏକ MSME & Resource Carnival ସଫଳତାର ସହିତ ଆୟୋଜିତ ହୋଇଯାଇଛି। ଏହି କାର୍ଣ୍ଣିଭାଲରେ ମୁଖ୍ୟ ଅତିଥି ଭାବେ ୟୁକୋ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ, କୋଲକାତାର କୃଷି ଓ ଗ୍ରାମୀଣ ବ୍ୟବସାୟ ବିକାଶ ବିଭାଗର DGM ଶ୍ରୀ ପ୍ରସେନଜିତ୍...
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/02/Picsart_25-11-05_07-59-52-526-9.jpg)
ଜାଗ୍ରତ ଭାରତ ନ୍ୟୂଜ୍ର ସମସ୍ତ ପାଠକଙ୍କୁ ଶୁଭେଚ୍ଛା। ଆଜି ମଙ୍ଗଳବାର, ୧୦ ଫେବୃୟାରୀ ୨୦୨୬ ପାଇଁ ଆପଣଙ୍କର ଦୈନିକ ରାଶିଫଳ ଏଠାରେ ପ୍ରଦତ୍ତ ହେଲା: ୧. ମେଷ (Aries) ୨. ବୃଷ (Taurus) ୩. ମିଥୁନ (Gemini) ୪. କର୍କଟ (Cancer) ୫. ସିଂହ (Leo) ୬. କନ୍ୟା (Virgo) ୭. ତୁଳା (Libra) ୮. ବିଛା (Scorpio) ୯....











All rights reserved. Designed by Inter Softech