
ଢେଙ୍କାନାଳ ତା ୨୬.୦୧.୨୦୨୬ ରିଖ ସକାଳ ୮.୩୦ ମିନିଟ ସମୟରେ ଶ୍ୟାମା ଚରଣ ପୁର ଆଞ୍ଚଳିକ ବିକାଶ ସମିତି ଆନୁକୁଲ୍ୟରେ ଅଞ୍ଚଳ ବାସି ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ । ବିକାଶ ସମିତି ର ସଭାପତି ଶ୍ରୀ ଯୋଗୀ ନାଥ ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସହଯୋଗ ପାଇଁ ଅଞ୍ଚଳ ବାସୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ...

ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ୭୭ତମ ସାଧାରଣତନ୍ତ୍ର ଦିବସ 🇮🇳 ପାଳନ:- ଆଜି ତା ୨୬.୦୧.୨୬ ରିଖ (ସୋମବାର) ପି. ଏମ୍. ଶ୍ରୀ. ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ 🇮🇳 ଯଥାରୀତିରେ ପାଳିତ ହୋଇଅଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ...

ଢ଼େଙ୍କାନାଳ: ଘରୋଇ ବସ ମାଲିକ ସଂଘ ପକ୍ଷ ରୁ ମୁଖ୍ୟ ବସ ଷ୍ଟାଣ୍ଡ ଠାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଈଛି। ମୁଖ୍ୟ ଅତଥି ଭାବେ ସଭାପତି ପ୍ରଭାକର ବେହେରା ପତାକା ଉତ୍ତୋଳନ କରିଥିଲେ। ସମ୍ପାଦକ ପ୍ରମୋଦ ବେହେରା, ଜଏନ୍ଟ ସେକ୍ରେଟାରୀ ରୁଦ୍ର ନାରାୟଣ ତ୍ରୀପାଠୀ, ସନ୍ତୋଷ କୁମାର ମହାପାତ୍ର, ତ୍ରୀନାଥ ବେହେରା ସହଯୋଗ କରିଥିଲେ।...

କଟକ – 77 ତମ ଜିଲ୍ଲା ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ଅବସରରେ କଟକ ବାରବାଟୀ ଷ୍ଟାଡିୟମ ଠାରେ ପତାକା ଉତୋଳନ କରିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝୀ, ଏହା ସହିତ ସମ୍ପୂର୍ଣ ପ୍ୟାରେଡର ଅଭିନନ୍ଦନ ଗ୍ରହଣ କରିଥିଲେ,ସମସ୍ତଙ୍କୁ ହାର୍ଦିକ ଶୁବେଛl ଜଣାଇଥିଲେ, ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ...

ଆଜି ପଦ୍ମ ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି। ଏହି ଘୋଷଣାରେ ଓଡିଶାର ଚାରିଜଣଙ୍କ ନାମ ରହିଛି। ସେମାନେ ହେଲେ ଶ୍ରୀ ଚରଣ ହେମ୍ବ୍ରମ ହେଉଛନ୍ତି ସାନ୍ତାଳୀ ଭାଷାର ଜଣେ ପ୍ରତିଷ୍ଠିତ ଲେଖକ। ସେହିପରି ସୀମାଞ୍ଚଳ ପାତ୍ର ହେଉଛନ୍ତି ପ୍ରହଲ୍ଲାଦ ନାଟକର ନାଟ୍ୟ ଗୁରୁ। ପ୍ରାଚୀନ କଳାକୁ ସେ ଏ ପର୍ଯ୍ୟନ୍ତ ବଞ୍ଚାଇ ରଖିବାରେ ଅହରହ ଉଦ୍ୟମ...

ଭୁବନେଶ୍ବରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗାନ୍ଧି ମାର୍ଗରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାସହ ଭବ୍ୟ ପରେଡ ଆରମ୍ଭ ହୋଇଯାଇଛି। ରାଜ୍ୟପାଳ ଅଭିବାଦନ ଗ୍ରହଣ କରୁଛନ୍ତି। ଏଥର ପରେଡ୍ରେ ୫୪ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଛନ୍ତି। ଏଥିରେ ବିଭିନ୍ନ ୟନିଫର୍ମ ଟ୍ରୁପ, CRPF, OISF ଏବଂ ହୋମଗାର୍ଡ ସିଭିଲ...









All rights reserved. Designed by Inter Softech