July 9, 2026/
No Comments

ଭାରତ ଆଜି ୭୭ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ସମଗ୍ର ଦେଶ ତ୍ରିରଙ୍ଗା ରଙ୍ଗରେ ଝଲସୁଛି। ରାଜଧାନୀ ଦିଲ୍ଲୀର କାର୍ତ୍ତବ୍ୟ ପଥରେ ଆଜି ପରେଡ୍ ପାଇଁ ମହାନ ପ୍ରସ୍ତୁତି କରାଯାଇଛି। ଆଜି ଗଣତନ୍ତ୍ର ଦିବସ ପରେଡ୍ରେ ଦେଶର ସାହସିକତା ଭୂମିରୁ ଆକାଶ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ଅପରେସନ୍ ସିନ୍ଦୂର ଥିମ୍ ଉପରେ ଏକ ମହାନ ପରେଡ୍...

୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବେୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୫୦ ମସିହା ଜାନୁଆରୀ ୨୬ରୁ ଦେଶର ଗଣତନ୍ତ୍ରର ସାମ୍ବିଧାନିକ ଆଦର୍ଶରେ ଅଗ୍ରସର ହେଉଛି । ଭାରତର ସମ୍ବିଧାନ ବିଶ୍ବ ଇତିହାସର ସବୁଠାରୁ ବଡ଼ ଗଣତନ୍ତ୍ରର ମୂଳଦୂଆ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ବରେ ଅସ୍ଥିରତା ଲାଗି ରହିଥିବା...










All rights reserved. Designed by Inter Softech