
ଭାରତୀୟ ରେଳବାଇ ଦେଶରେ ମାଲ ପରିବହନକୁ ପୁନଃ ପରିଭାଷିତ କରୁଛି । ଏକ ଦ୍ରୁତ, ବିଶ୍ୱସନୀୟ ଏବଂ ସୁଲଭ ରେଳ ମାଲ ପରିବହନ ସମାଧାନ ପ୍ରଦାନ କରି ମାଲ ପରିବହନରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଉନ୍ନତ ଭିତ୍ତିଭୂମି, ଉଚ୍ଚ କ୍ଷମତା ବିଶିଷ୍ଟ କରିଡର ଏବଂ ଆଧୁନିକ ପରିଚାଳନା ପ୍ରଣାଳୀକୁ ମିଶାଇ, ଉତ୍ସର୍ଗୀକୃତ ମାଲ କରିଡର...

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଗସ୍ତରେ ଆସିଥିବା ଜର୍ମାନ ଚାନ୍ସେଲର ଫ୍ରେଡରିକ୍ ମର୍ଜଙ୍କୁ କିଛି ମୂଲ୍ୟବାନ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉପହାରରେ ରହିଛି ଡାଇମଣ୍ଡ ଡିଏ 62 ପ୍ରୋପେଲର୍ ଏୟାରକ୍ରାଫ୍ଟର ହାତ ତିଆରି ପିତ୍ତଳ ପ୍ରତିକୃତି। ଏହାକୁ ଉତ୍ତର ପ୍ରଦେଶ ମୁରାଦାବାଦର କୁଶଳୀ ଶିଳ୍ପୀମାନେ ତିଆରି କରିଛନ୍ତି। ଏହି କ୍ଷୁଦ୍ର ବିମାନ କଳାକୃତିରେ ସୁନାର...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନୂତନ ଭାବେ ଘୋଷଣା ହୋଇଥିବା ଅମୃତ ଭାରତ ଟ୍ରେନ ସାରା ଦେଶରେ ଯାତ୍ରୀଙ୍କୁ ଆରାମଦାୟକ ସେବା ଯୋଗାଇ ଦେବା ସହିତ ରେଳ ଯୋଗାଯୋଗରେ ସୁଧାର ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବିଭିନ୍ନ ମାର୍ଗରେ ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ କରାଯିବା ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ...

କୋଲକାତା: ପଶ୍ଚିମବଙ୍ଗ ସ୍ଥିତ ଆଇ-ପ୍ୟାକ୍ କାର୍ଯ୍ୟାଳୟ ଏବଂ ଏହାର ମୁଖ୍ୟ ପ୍ରତୀକ ଜୈନ୍ଙ୍କ ଘରେ ଇଡି ଚଢାଉ ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି କୋଲକାତା ହାଇକୋର୍ଟ। ଏହିକ୍ରମେ ହାଇକୋର୍ଟ, ବୁଧବାର ଶାସକ ଦଳ ଟିଏମ୍ସି ପକ୍ଷରୁ ଦାଖଲ କରାଯାଇଥିବା ଇଡି ବିରୋଧୀ ଅଭିଯୋଗଜନିତ ଆବେଦନକୁ ଖାରଜ କରିଦେଇଛି। ଟିଏମସିର ଆବେଦନରେ ଅଭିଯୋଗ କରାଯାଇଛି ଯେ ଇଡି ବେଆଇନ...

ନୁଆଦିଲ୍ଲୀ: ସୁରକ୍ଷା କାରଣରୁ ଭାରତ ତାର ନାଗରିକମାନଙ୍କୁ ଇରାନ ଯାତ୍ରା କରିବାରୁ ନିବୃତ୍ତ ରହିବାକୁ କଡ଼ା ପରାମର୍ଶ ଦେଇଛି। ସଦ୍ୟତମ ପରାମର୍ଶରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଇରାନର ପରିସ୍ଥିତି ଖରାପ ହେଉଥିବାରୁ, ଭାରତୀୟ ନାଗରିକମାନଙ୍କୁ ପରବର୍ତ୍ତୀ ସୂଚନା ନ ମିଳିବା ପର୍ଯ୍ୟନ୍ତ ଇରାନ ଯାତ୍ରା ନ କରିବାକୁ କଡ଼ା ପରାମର୍ଶ ଦିଆଯାଇଛି। ତେହେରାନରେ ଥିବା ଭାରତୀୟ...

ନୁଆଦିଲ୍ଲୀ: ଭାରତୀୟ ସଂସଦ ୧୪-୧୬ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ରାଷ୍ଟ୍ରମଣ୍ଡଳ ଦେଶର ବାଚସ୍ପତି ଏବଂ ପିଠାସନୀ ଅଧିକାରୀଙ୍କ ୨୮ତମ ସମ୍ମିଳନୀ (ସିଏସପିଓସି) ଆୟୋଜନ କରିବ। ଏହି ଉଚ୍ଚସ୍ତରୀୟ ଆନ୍ତଃସଂସଦୀୟ ସମ୍ମିଳନୀ ସଂସଦୀୟ ଗଣତନ୍ତ୍ର ପାଇଁ ସମସାମୟିକ ପ୍ରାସଙ୍ଗିକତା ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ବିଚାର ବିମର୍ଶ କରିବା ପାଇଁ ରାଷ୍ଟ୍ରମଣ୍ଡଳ ଦେଶ ଏବଂ ସ୍ୱାୟତ୍ତ ସଂସଦର ବାଚସ୍ପତି...









![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-10.jpg)
All rights reserved. Designed by Inter Softech