
ତାଳଚେର କୋର୍ଟ ରେ ତାଲୁକ୍ ଲିଗାଲ କମିଟି ପକ୍ଷରୁ ଆଇନ ସହାୟତା ଶିବିର ଅନୁଷ୍ଠିତ ତାଳଚେର ୧୬/୧ ତାଳଚେର କୋର୍ଟ ପରିସରରେ ଥିବା ମଧୁସୂଦନ ସମ୍ମିଳନୀ କକ୍ଷ ଠାରେ ତାଳଚେର ବାର ଆସୋସିଏସନ ର ସଭାପତି ସନ୍ତୋଷ କୁମାର ସାହୁ ଙ୍କ ତତ୍ତ୍ଵାବଧାନ ରେ ତାଳଚେର ତାଳୁକ୍ ଲିଗାଲ କମିଟି ପକ୍ଷରୁ ଏକ ଆଇନ ସଚେତନତା ଶିବିର...

*ପିଏମଆଇଟି ରେ ପୁରାତନ ଛାତ୍ର ସମ୍ମିଳନୀ ଅନୁଷ୍ଠିତ* ତାଳଚେର :ତା 15/01/2026: ତାଳଚେର ପବିତ୍ର ମୋହନ ପ୍ରଧାନ ଇନଷ୍ଟିଚ୍ୟୁଟ ରେ ପ୍ରଥମ ପୁରାତନ ଛାତ୍ର ସମ୍ମିଳନୀ (2007-2011) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି, ଯାହା ହସ, ଖୁସି, ଓ ଅବିସ୍ମରଣୀୟ ସ୍ମୃତି ରେ ପରିପୂର୍ଣ ଥିଲା |ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼ା ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରଚେଷ୍ଟା ରେ...

ଇନଫାଇସନ୍ ଏଣ୍ଟରଟେନମେଣ୍ଟ (Infyson Entertainment) ବ୍ୟାନରରେ ନିର୍ମିତ ବହୁ ପ୍ରତିକ୍ଷିତ ଫିଲ୍ମର ଟିଜର ମୁକ୍ତିଲାଭ କରିଛି, ଯାହା ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି। ଟିଜର ରିଲିଜ୍ ଅବସରରେ ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ, ଓଡ଼ିଆ ସିନେ ପ୍ରଯୋଜକ ଅଜିତ ମିଶ୍ର, ସଂସ୍କୃତି ବିଭାଗ ଡେପୁଟି ଡାଇରେକ୍ଟର ଶ୍ରୀମତୀ ସ୍ମିତା ମହାନ୍ତି, ବ୍ଲୁଜୁମ୍ ସ୍କୁଲ...

ଜାନୁଆରି ୧୫ ସେନା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଏକ ସ୍ୱତନ୍ତ୍ର ପୋଷ୍ଟରେ କହିଛନ୍ତି, ଆମ ସେନାର ସାହସ ଏବଂ ବୀରତ୍ୱ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରିଥାଏ କହି ପ୍ରଶଂସା କରିଛନ୍ତି । ଦେଶର ସୈନିକମାନେ ନିଃସ୍ୱାର୍ଥପର ସେବାର ପ୍ରତୀକ ଭାବରେ ସବୁଠାରୁ କଷ୍ଟକର ପରିସ୍ଥିତିରେ ମଧ୍ୟ ଦୃଢ଼ତାର...

ଓଡ଼ିଶାରୁ ଆହୁରି ଆସିବ ପୁଞ୍ଜି । ତିନି ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଶ୍ଚିମବଙ୍ଗରେ ଆୟୋଜିତ ହେବାକୁ ଥିବା ଇନ୍ଭେଷ୍ଟର ମିଟରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ।ସେହିପରି ମୁଖ୍ୟମନ୍ତ୍ରୀ ସହିତ ଶିଳ୍ପ ମନ୍ତ୍ରୀ ଓ ଶିଳ୍ପ ସଚିବ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି । ଏହାବ୍ୟତୀତ ବରିଷ୍ଠ ଅଧିକାରୀମାନେ ମଧ୍ୟ...

ଓଡ଼ିଶାରେ ବଲିଉଡ୍ ସୁନ୍ଦରୀ ଶିଳ୍ପା ସେଟ୍ଟୀ । ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ଶିଳ୍ପା ସେଟ୍ଟୀ । ଅଭିନେତ୍ରୀଙ୍କ ସହ ମା ସୁନନ୍ଦା ସେଟ୍ଟୀ, ଭଉଣୀ ସମିତା ସେଟ୍ଟୀ ମଧ୍ୟ ପୁରୀ ଗସ୍ତରେ ଆସିଛନ୍ତି। ଗୁରୁବାର ଦିନ ବଲିଉଡ୍ ଡିଭା ଶିଳ୍ପା ସେଟ୍ଟୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏକ ଜାତୀୟ ଗଣମାଧ୍ୟମରେ ସ୍ୱତନ୍ତ୍ର...









All rights reserved. Designed by Inter Softech