
ସମ୍ବଲପୁର ସହରବାସୀଙ୍କ ଦୀର୍ଘଦିନର ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଉଦ୍ଦେଶ୍ୟରେ ୪୫୧ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ଏକ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଏହି ପ୍ରକଳ୍ପ ଅଧୀନରେ ସମ୍ବଲପୁର ସହର...

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ । ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ସର୍ବୋଚ୍ଚ ତଥା ଗୁରୁତ୍ୱପୂର୍ଣ୍ଣ ପଦବି । ସରପଞ୍ଚଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼େ । ତେଣୁ ସରପଞ୍ଚ ନିଶ୍ଚିତ ଓଡ଼ିଆ ଭାଷା ପଢ଼ିବା ଏବଂ ଲେଖି ଜାଣିବା ଆବଶ୍ୟକ ବୋଲି...

ଭୁବନେଶ୍ବର ସାଲିଆ ସାହିରେ ଅବକାରୀ ବିଭାଗର ରେଡ୍ । ଚୋରା ଦେଶୀ ମଦ ଭାଟି ଉପରେ ବଡ଼ ଧରଣର ରେଡ୍ କରୁଛି ଅବକାରୀ ବିଭାଗ । ପୋଚ ସାଙ୍ଗକୁ ମଦ ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଜବତ ହୋଇଛି । ରେଡରେ ଅବକାରୀ ଥାନା ଅଧିକାରୀ ଓ ସ୍ବତନ୍ତ୍ର ଟିମ୍ ସାମିଲ ଅଛନ୍ତି ।

ମଦ,ଗଞ୍ଜେଇ,ଧଳା ଜହର କବଳରେ ଯୁବପିଢ଼ୀ ସମାଜ : ବୋତଲ ଗଡ଼ିବାର ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ ବାଲିଗୁଡା, ତା, ୧୧/୦୧: (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଅନେକ ଯୁବପିଢ଼ୀ କରେକ୍ସ, ନାଇଟ୍ରୋଜେନ୍ ଟେନ୍ ଟାବ୍ଲେଟ୍, ଦେଶୀ, ବିଦେଶୀ ମଦ,ଗଞ୍ଜେଇ, ଗୁଟଖା, ସିଗାରେଟ ଓ ତାଠୁ ବଳି ବ୍ରାଉନ୍ସୁଗାର ନିଶାରେ କବଳିତ ହୋଇଗଲେଣି l ଯାହାକି...

33 ତମ ଜୁନିଅର ଜାତୀୟ ଫେନସିଙ୍ଗ ପ୍ରତିଯୋଗିତା ଉଦଯାପିତ କଟକ ଆସନ୍ତା ଜାନୁଆରୀ 5 ତାରିଖରୁ 10 ଜାନୁଆରୀ 2026ପର୍ଯନ୍ତ ସ୍ଥାନୀୟ ଯବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମ କଟକ ଠାରେ ଉତଯାପନ ହୋଇଯାଇଛି,500ରୁ ଉର୍ଦ୍ଧ ପ୍ରତିଯୋଗୀ ଏହି ଚାମ୍ପିୟନସିପରେ ଭାଗ ନେଇଥିଲେ,ଓଡିଶା ଦଳ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲା, ଏହି ଖେଳକୁ ଓଡିଶା ରାଜ୍ୟ ଫେନସିଙ୍ଗ...

କଂଗ୍ରେସ କଟକ ନଗର ର ସାମ୍ବାଦିକ ସମ୍ମିଳନୀ କଟକ : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ “ଜନବିରୋଧୀ” ଦର୍ଶାଇ କଂଗ୍ରେସର ତୀବ୍ର ସମାଲୋଚନା । କଟକ ନଗର କଂଗ୍ରେସ ପକ୍ଷରୁ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରାଙ୍କ ସଭାପତିତ୍ବରେ କଟକ ପୁରୀଘାଟ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।...









All rights reserved. Designed by Inter Softech