ତାଳଚେର ତହଦସିଲ ସାଜିଛି ଦୁର୍ନିତୀର ଗନ୍ତାଘରଅମିନ ଚଢ଼ୁଛନ୍ତି ନାମୀଦାମୀ କାର୍‌

ତାଳଚେର ତହଦସିଲ ସାଜିଛି ଦୁର୍ନିତୀର ଗନ୍ତାଘର
ଅମିନ ଚଢ଼ୁଛନ୍ତି ନାମୀଦାମୀ କାର୍‌
ତାଳଚେର, ୧୦/୦୬ ତାଳଚେର ତହସିଲ ନୂତନ କାର୍ଯ୍ୟାଳୟ ଭିତରେ ଅଫିସ୍ କର୍ମଚାରୀ ଏବଂ ତହସିଲଦାର କେଉଁଠି କେଉଁ ଅଧିକାରୀମାନେ ବସୁଛନ୍ତି, ଅଧିକାଂଶ ଗୃହ ସମ୍ମୁଖରେ ନାମଫଳକ ରହୁନଥିବାରୁ ଦୂରଦୂରାନ୍ତରୁ ଆସୁଥିବା ବରିଷ୍ଠ ନାଗରୀକମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ତାଳଚେର ଏକ ଖଣିଖାଦାନ ଶିଳ୍ପସମୃଦ୍ଧ ଅଂଚଳ ହୋଇଥିବାରୁ ତାଳଚେର ବ୍ଲକ ମଧ୍ୟରେ ଥିବା ୪ଟି ରାଜସ୍ୱ ନିରୀକ୍ଷକ ମଧ୍ୟରେ ୨୧ଗୋଟି ପଂଚାୟତର ଶତାଧିକ ଗ୍ରାମବାସୀ ବିଭିନ୍ନ ତହସିଲ ଜଡ଼ିତ କାଗଜପତ୍ର ପାଇଁ ଅନେକ ଦୂରରୁ ଆସିଥାନ୍ତି । ଜମିଜମା ପଟ୍ଟା, ମିୟୁଟେସନ୍‌, ଡ଼ିମାରକେସନ୍‌, ଲିଗାଲ ହେୟାର, ଜାତିଗତ ପ୍ରମାଣପତ୍ର, ରେସିଡ଼େନ୍ସ, ଇନକମ ସାର୍ଟିଫିକେଟ୍ ଇତ୍ୟାଦି କାର୍ଯ୍ୟନେଇ ଦୈନନ୍ଦିନ ଶହଶହ ଲୋକ ଏହି କାର୍ଯ୍ୟାଳୟକୁ ଆସିଥାନ୍ତି । ମାତ୍ର ପରିତାପର ବିଷୟ ଲୋକମାନେ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟ ହେଉନାହିଁ ବୋଲି ଅଭିଯୋଗ ହେଉଛି । ଫଳରେ ଦଲାଲର ସହାୟତା ହେଉ କିମ୍ବା ଅଫିସ୍‌ର ଅସାଧୁ କର୍ମଚାରୀଙ୍କୁ ହାତଗୁଞ୍ଜା ମାଧ୍ୟାମରେ କାମ କରିବାକୁ ପରିସ୍ଥିତି ବାଧ୍ୟ କରିଥାଏ ବୋଲି ସେମାନେ ଏହା ପ୍ରକାଶ କରିଥାନ୍ତି । ତାଳଚେର ତହସିଲ ଅଧିନରେ ରହିଥିବା ୪ଟି ସର୍କଲର ଆରଆଇ କାର୍ଯ୍ୟାଳୟ ରହିଛି । ସେଥିରୁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ତାଳଚେର ସଦର ଆରଆଇ । ଏହି କାର୍ଯ୍ୟାଳୟକୁ ଅଣ ଆନୁଷ୍ଠାନିକ ଭାବେ ଡ଼ିମାରକସନ୍ ପାଇଁ ଅମିନ ବାବୁ କୁଆଡ଼େ ୨୫ରୁ ୩୦ହଜାର ଟଙ୍କା ଡ଼ିମାଣ୍ଡ କରୁଥିବା ବେଳେ ଆନୁଷ୍ଠାନିକ ଭାବେ ଡିାମାରକେସନ୍ କରାଇଲେ ୩ରୁ ୫ହଜାର ଟଙ୍କା ନେଇଥାନ୍ତି ବୋଲି ସଙ୍ଗୀନ ଅଭିଯୋଗ ହେଉଛି । ଏପରିକି, ତାଳଚେର ତହସିଲରେ ପ୍ରତ୍ୟେକ ଟେବୁଲରେ ମୋଟା ରକମର ହାତଗୁଞ୍ଜା ନଦେଲେ କୌଣସି କାର୍ଯ୍ୟ ହୁଏ ନାହିଁ ବୋଲି କୁହାଯାଉଛି । ଯେଉଁଠାରେ ୪ର୍ଥ ଶ୍ରେଣୀ କର୍ମଚାରୀ ଦାମୀ କାର୍ ଚଢ଼ନ୍ତି ଓ ପିଲାଛୁଆଙ୍କୁ ନାମୀଦାମୀ ସ୍କୁଲରେ ଅଧିକ ଖର୍ଚ୍ଚାନ୍ତରେ ପାଠ ପଢ଼ାଉଛନ୍ତି, ସେମାନେ ଏହି ଅର୍ଥ କେଉଁଠାରୁ ଆଣିଥାନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅପରପକ୍ଷେ ତହସିଲଦାରଙ୍କୁ କୌଣସି କାର୍ଯ୍ୟପାଇଁ ଦେଖା କଲେ କୁଆଡ଼େ ସେ ହାତଠାରି ଇଙ୍ଗିତ କରି କୁହନ୍ତି କି ତୁମେ ସନ୍ଧ୍ୟା ସମୟରେ ବେହେରା ବାବୁଙ୍କୁ ସାକ୍ଷାତ କର ତୁମ କାମ ହୋଇଯିବ ବୋଲି ଭୂକ୍ତ ଭୋଗୀମାନେ ଏହା ଅଭିଯୋଗ କରୁଛନ୍ତି । ତେବେ ସେହି ବେହେରା ବାବୁ ଜଣଙ୍କ କିଏ? ତାଳଚେର ଶିଳ୍ପାଚଂଳ ହୋଇଥିବା ବେଳେ ଏଠାରେ ସଦାସର୍ବଦା ରାସ୍ତା ଠାରୁ ଘର ନିର୍ମାଣ, ଟ୍ରେନ୍ ଲାଇନ୍ ବିଛାଇବା କାର୍ଯ୍ୟ, ସହରର ଡ଼୍ରେନ ନର୍ମିାଣ ଇତ୍ୟାଦି ହେଉଥିଲେ ମଧ୍ୟ ଏଥିନେଇ ବାଲି, ମାଟି, ଗୋଡ଼ି ଇତ୍ୟାଦିର ବହୁଳ ଆବଶ୍ୟକତା ଦେଖା ଦେଇଥାଏ । ତେବେ କିଛି ଦଲାଲ ତହସିଲ କାର୍ଯ୍ୟାଳୟର ବାବୁଭାୟା ମାନଙ୍କୁ ପକେଟ ରଖି ଅନାୟଶରେ ଦିନଦ୍ୱିପ୍ରହରରେ କାହାକୁ ଖାତିର ନକରି ବାଲି, ମାଟି ଇତ୍ୟାଦି ଶହଶହ ଟ୍ରିପ ବୋହି ନେଇଥାନ୍ତି, ଯାହା ରାଜ୍ୟ ସରକାରଙ୍କ ବ୍ୟାପକ କ୍ଷତି ହୋଇଥାଏ । ତେବେ ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ କର୍ମଚାରୀ ମାନେ ବର୍ଷକୁ ଥରେ ସ୍ଥାବର , ଅସ୍ଥାବର ସମ୍ପତି ତାଲିକା ଦେବାର ନିୟମ ରହିଛି । ମାତ୍ର ଏହି ସରକାରୀ କର୍ମଚାରୀମାନେ କେଉଁ ପରି ଭାବେ ସେମାନଙ୍କର ସ୍ଥାବର, ଅସ୍ଥାବର ସମ୍ପତିର ତାଲିକା ସରକାରଙ୍କୁ ପ୍ରଦାନ କରୁଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଲୋକଙ୍କ ସରକାର କହୁଥିବା ଓଡ଼ିଶା ସରକାର ସ୍ୱେଚ୍ଛଶାସନ ଜନସାଧାରଣଙ୍କୁ ଯୋଗାଇ ଦେବାନେଇ ଡ଼ିମଡ଼ିମ ପିଟୁଥିବା ବେଳେ ବାସ୍ତବ କ୍ଷେତ୍ରରେ ତାଳଚେର ତହସିଲରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାର ତଦନ୍ତ ସାପେକ୍ଷ । ତେଣୁ ଏହାର ଭିଜିଲାନ୍ସ ଚଢ଼ାଉ କରାଗଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସି ପାରିବ ବୋଲି ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech