ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଯାଜପୁର __ ଯାଜପୁର ଜିଲ୍ଲା ସାନସୁଆର ପଞ୍ଚାୟତର କପାସି ସ୍ଥିତ ମହବୀର ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷା କର୍ମଚାରୀ କୈଳାସ ଚନ୍ଦ୍ର ବେହେରାଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ହୃଦାନନ୍ଦ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଡକ୍ଟର ଶ୍ରୀହରି ଧଳ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ପ୍ରାଧ୍ୟାପକ ପ୍ରସନ୍ନ ରାଉତ,ଅଭିରାମ ସାମଲ, ପରିକ୍ଷିତ ସେଠୀ, ସରପଞ୍ଚ ସାଗରୀକା ଦାଶ, ପୀତାମ୍ବର ସ୍ବାଇଁ,ରବି ଶତପଥି, କାଳନ୍ଦୀ ଚରଣ ସାହୁ,ଦାମୋଦର ସ୍ବାଇଁ, କୈଳାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ।ଏହି ସଭାକୁ ପରିଚାଳନାରେ ଯେଉଁ ମାନେ ସହଯୋଗ କରିଥିଲେ ସେମାନେ ହେଲେ ପ୍ରସାରୀକା ଧୀର, ସଂଧ୍ୟା ପରିଡ଼ା, ଅର୍ପିତା ପଣ୍ଡା,ବିକଚ ନଳିନୀ ଦାସ, ବାସୁଦେବ ମହାପାତ୍ର,ବିଜୁଳି ଦାସ, ଶାନ୍ତିଲତା ନାଥଶର୍ମା,ଅନୁରାଧା ବାରିକ, ଆଦିକନ୍ଦ ରାଉତ ପ୍ରମୁଖ ପରାଚାଳନାରେ ସହଯୋଗ କରିଥିଲେ। ଅତିଥିମାନେ ପ୍ରକାଶ କରିଥଲେ ଯେ ଶିକ୍ଷା କର୍ମଚାରୀ କୈଳାସ ଚନ୍ଦ୍ର ବେହେରା ଥିଲେ ଜଣେ ଛାତ୍ର ବସ୍ରଳ,ସମୟବତ୍ତିତା ,ଶାନ୍ତ ସ୍ବାଭବର ଭାବେ ସମସ୍ତ କାର୍ଯ୍ୟକ୍ରମରେ ସେ ସହଯୋଗ କରୁଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


