ନାଲକୋ ଯାଦବ ସମାଜ ତରଫରୁ ବିଦାୟ ସମ୍ବର୍ଦ୍ଧନା
ଅନୁଗୋଳ/ନାଲୋନଗର – ନବରତ୍ନ କମ୍ପାନୀ ନାଲକୋ ରେ ଦୀର୍ଘ ୨୮ବର୍ଷ ଧରି କାର୍ଯ୍ୟ କରି ଆଜି ନାଲକୋ ଚାକିରୀ ରୁ ବିଦାୟ ନେଇଥିବା ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ସେନାପତିଙ୍କୁ ନାଲକୋ ଯାଦବ ସମାଜର ସଭାପତି ଶ୍ରୀଭରତ ରାଉତ ଏବଂସମ୍ପାଦକ ପ୍ରକାଶ ବେହେରା ଉତ୍ତରୀୟ, ପୁଷ୍ପ ଗୁଛ ସହିତ ମିଠା ଖୁଆଇ ବିଦାୟ ସମ୍ବର୍ଦ୍ଧନା କରିଥିଲେ, ଶ୍ରୀ ସେନାପତି ବର୍ତମାନ ନାଲକୋ ଯାଦବ ସମାଜ ଉପ ସଭାପତି ଭାବେ କାର୍ଯ୍ୟ ଭାର ତୁଳାଉ ଥିଲେ ,ଏଥିରେ ସମାଜର କୃଷ୍ଣ ଚନ୍ଦ୍ର ଗଉଡ଼, ରଞ୍ଜନ ବେହେରା, ସୁମନ୍ତ ସାହୁ, ବିଭୁତି ବେହେରା, ସୁଶାନ୍ତ ରାଉତ, ବିଭୁଦତ ଦାସ, ସୁଦର୍ଶନ ରାଉତ ଏବଂ ସୁଶାନ୍ତ ସାହୁ ଉପସ୍ଥିତ ଥିଲେ !



