*ଅଗ୍ନିସମ ବିଭାଗର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ କୋଟେନଗାଁ ରେ ବିଗତ କିଛି ଦିନ ହେଲା କଲାହାଣ୍ଡି ଜିଲ୍ଲାରେ ବର୍ଷାର ପ୍ରକୋପ ଦିନକୁ ଦିନ ହେଉଥିବା ବେଳେ ହାତି ନଦି ଠାରୁ ଆରମ୍ଭ କରି ନାଲ,ଯୋର,

ଏମିତି କି ରାସ୍ତାରେ ବି ପାଣି ବହି ଯାଉଥିବାର ଦେଖିବାକୁ ମୁଲୁଛି, ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୋଟେନ ଗାଁ ର ଇତିହାସ ଅତି ବିରଲ ଓ ଅନ୍ୟତମ,ଏହି ଛୋଟ ଗାଁ ରେ ପ୍ରତ୍ୟେକ ବର୍ଷ ଯେତେବେଳେ ବର୍ଷା ହୁଏ ,ତାହେଲେ ଏହି ନଦିର ପାଣି ଘର ଘରକୁ ପଶିବାର ଆଶଙ୍କା କରାଯାଏ ଓ ଲୋକମାନଙ୍କୁ ସେହି ଗ୍ରାମରେ ଥିବା ଆଶ୍ରୟସ୍ଥଳୀ କୁ ଯିବାପାଇଁ ଅଫିସର ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ମାନେ

ଅନୁରୋଧ କରି କହିଥାନ୍ତି ଓ ଗ୍ରାମର ଲୋକମାନେ ଏକଜୁଟ ହୋଇ ସେହି ଆଶ୍ରୟସ୍ଥଳୀ କୁ ଜାଇ କିଛି ସମୟ ଅତିବାହିତ କରିଥାନ୍ତି, ଠିକ୍ ସେମିତି ଆଜି ମଧ୍ୟ ଜୁନାଗଡ଼ ବ୍ଲକ କର୍ମଚାରୀ ସମେତ ତହସିଲ୍ ଦାର୍ ମେଡମ,ଆର.ଆଇ, ମେଡିକାଲ ଦଲ, ଅଗ୍ନିସମ ବିଭାଗର

କର୍ମଚାରିମାନେ ବନ୍ୟା ହେଲେ କେମିତି କରିବେ ବୋଲି ଫେୟାର ମେନ୍ ବିଭାଗର କର୍ମଚାରିମାନେସେହି ଗାଁ କୁ ପହଞ୍ଚି ବଢିହେଲେ କେମିତି ନିଜ ଜିବନ କୁ ବଞ୍ଚେଇ ପାରିବା ସେହି ବିଷୟରେ, ଅଗ୍ନି

ଶ୍ରମବାହିନି ଯୁବକ ଜୁବତି ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ , ଏବଂଜୁନାଗଡ ବିଡିଓ ଲୋକଙ୍କୁ ସଚେତନ

କରାଇଥିଲେ,….,କଳାହାଣ୍ଡି ଜିଲ୍ଲା ଜନାଗଡରୁ ବାଲେଶ୍ବର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




