ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ସତାନବେ ତମ ଶ୍ରାଦ୍ଧବାର୍ଷିକୀ ପାଳନ
ଓଡ଼ିଶା ମାଟିର ଅନ୍ୟତମ ବରପୁତ୍ର ତଥା ସ୍ଵାଧୀନତା ସଂଗ୍ରାମୀ, କବି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶତାନବେ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ଉପଲକ୍ଷେ, କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ବଡ଼ବିଲ କିରୀବୁରୁ ଛକ ସ୍ଥିତ ଗୋପବନ୍ଧୁ ପାର୍କ ରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ବଡ଼ବିଲ ପୌରଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ ବଡ଼ବିଲ ପୌରପାଳିକା ଅଧକ୍ଷ ଲକ୍ଷ୍ମଣ ମହାନ୍ତ ଙ୍କ ସହ ୱାର୍ଡ଼ ମେମ୍ବର ଓ ପୌର କର୍ମଚାରୀ ମାନେ ଉପସ୍ଥିତ ରହି ମାଲ୍ୟାର୍ପଣ କରିବା ସହ ଉତ୍କଳମଣି ଗୋପବନ୍ଧୁ ଦାସ କି ଜୟ ନାରା ଦେବା ସହ ତାଙ୍କର ସ୍ମୃତି ଚାରଣ କରିଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



