ବ୍ଲକ୍ ସ୍ତରୀୟ ‘ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ–2025’ ବିଶ୍ୱନାଥପୁରରେ ଆୟୋଜିତ

ବ୍ଲକ୍ ସ୍ତରୀୟ ‘ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ–2025’ ବିଶ୍ୱନାଥପୁରରେ ଆୟୋଜିତ

ଲାଞ୍ଜିଗଡ଼, ନଭେମ୍ବର 28:ଲାଞ୍ଜିଗଡ଼ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବିଶ୍ୱନାଥପୁର ପରିସରରେ ବ୍ଲକ୍-ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ–2025 ମହାଆଡମ୍ବର ରେ ଆୟୋଜିତ ହେଇ ଯାଇଛି । ଏହି ପ୍ରଦର୍ଶନୀରେ ୨୩୨ଟି ନବୋନ୍ମେଷୀ ବୈଜ୍ଞାନିକ ପ୍ରକଳ୍ପ ସହିତ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଏବଂ ୧୦୦ ଶିକ୍ଷକ, ସମସ୍ତ ବିଦ୍ୟାଳୟ ରୁ ପ୍ରଧାନ ଶିକ୍ଷକ ଓ ୧୩ ଗୋଟି ଆଞ୍ଚଳିକ ସାଧନକର୍ମି ମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କଲେ।କାର୍ଯ୍ୟକ୍ରମ ରେ ଅଂଶଗ୍ରହଣକାରି ଙ୍କ ନାମାଙ୍କନ ସହ ଆରମ୍ଭ ହୋଇ, ପରେ ଆୟୋଜକମଣ୍ଡଳୀଙ୍କ ତରଫରୁ ସ୍ବାଗତ ଅଭିଭାଷଣ ହେଲା। ପ୍ରଦୀପ ପ୍ରଜ୍ୱଳନ, ଯୋଡ।ବନ୍ଧ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ସ୍ୱାଗତ ନୃତ୍ୟ ଓ ସ୍ବାଗତ ସଙ୍ଗୀତ ମାଧ୍ୟମରେ ଉଦ୍‌ଘାଟନୀ ସମାରୋହ ସୁସଜ୍ଜିତ ହେଇଥିଲା ।ପ୍ରଦର୍ଶନୀ ର ଅଧକ୍ଷ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ରୁଷିଆ ମେହେର ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏହି ଅବସର ରେ ମୁଖ୍ୟ ଅତିଥି ଶ୍ରୀ ଅନିମେଶ ପ୍ରଧାନ (IAS), ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ଲାଞ୍ଜିଗଡ଼, ଏବଂ ସମ୍ମାନିତ ଅତିଥି ମଧ୍ୟରେ ଶ୍ରୀ ଶଶାଙ୍କ ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଲାଞ୍ଜିଗଡ଼, ଶ୍ରୀ ସୁଢ଼ଳଦେବ ମୁଣ୍ଡ, ABEO-cum-BRCC; ଶ୍ରୀମତୀ ସୁଜାତା ମଳିକ, ପ୍ରଧାନ ଶିକ୍ଷୟିତ୍ରୀ ତଥା ବିଶ୍ୱନାଥପୁର ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ନିଜ ଉଦ୍‌ବୋଧନରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଅବଦାନକୁ ସ୍ତୁତି କରି ବିଜ୍ଞାନମୂଳକ ଚିନ୍ତାଧାରା, ଉତ୍ସୁକତା ଓ ଆବିଷ୍କାରମୂଳକ ଶିକ୍ଷାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉଲ୍ଲେଖ କଲେ। ବ୍ଲକ୍ ଶିକ୍ଷା ଅଧିକାରୀ ମଧ୍ୟ ଏହିପରି ପ୍ରଦର୍ଶନୀ ଯୁବପିଢ଼ୀଙ୍କ ସୃଜନଶୀଳତା ଓ ସମାଳୋଚନାତ୍ମକ ଚିନ୍ତାକୁ ସବଳ କରିଥାଏ ବୋଲି ବକ୍ତବ୍ୟ ଦେଇଥିଲେ ।ଉଦ୍‌ଘାଟନୀ ଅଧିବେଶନର ଶେଷରେ ବ୍ଲକ୍ ସାଧନ ସଂଯୋଜକ, ଲାଞ୍ଜିଗଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।ତାପରେ ଅତିଥିମାନେ ଓ ବିଚାରକ ମଣ୍ଡଳୀ(ଶ୍ରୀ କୁବେର ନାଏକ (ପ୍ରଧାନଶିକ୍ଷକ, ବୁଡେଲଗୁମା ଉଚ୍ଚ ବିଦ୍ୟାଳୟ, ଶ୍ରୀ ଉପେନ୍ଦ୍ର କୁମାର ସୁନାନୀ ,ପ୍ରଧାନ ଶିକ୍ଷକ, ତୁଲାପଡା ଉଚ୍ଚ ବିଦ୍ୟାପୀଠ,ଶ୍ରୀ ବିରେନ୍ଦ୍ର କୁମାର ପ୍ରଧାନ, ପ୍ରଧାନ ଶିକ୍ଷକ,ନିଶାନପୁର ଉଚ୍ଚ ବିଦ୍ୟାଳୟ, ଶ୍ରୀ ରାଜୀବ କୁମାର ଦାଶ,ଭିମକେଲା ଉଚ୍ଚ ବିଦ୍ୟାଳୟ,ଶ୍ରୀ ଦିବାକର ସାହୁ, ତୁର୍ଯୁଙ୍ଗ ଉଚ୍ଚ ବିଦ୍ୟାଳୟ, ଶ୍ରୀ ଅଶୋକ କୁମାର ବିଶ୍ୱାଳ , ଆଲାତରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ବିଭିନ୍ନ ବିଜ୍ଞାନ ମଡେଲ୍ ଦେଖି ମୂଲ୍ୟାୟନ କଲେ।ଛାତ୍ରଛାତ୍ରୀମାନେ ପ୍ରଦାନ କରିଥିବା ମଡେଲ୍‌ଗୁଡ଼ିକ ‘ପ୍ରଯୁକ୍ତି’, ‘ନବୀକରଣଯୋଗ୍ୟ ଶକ୍ତି’, ‘କୃଷି’, ‘ପରିବେଶ ସୁରକ୍ଷା’ ଏବଂ ‘ସମୁଦାୟମୂଳକ ସମସ୍ୟା ସମାଧାନ’ ଭଳି ବିଷୟରେ ଆଧାରିତ ଥିଲା। ମଧ୍ୟାହ୍ନ ଭୋଜନ ପରେ ମଧ୍ୟ ପ୍ରଦର୍ଶନୀ ଜାରି ରହିଥିଲା। ସମାପନୀ ଅଧିବେଶନସମାପନୀ ସଭାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ କମଳା ପାତ୍ର ଉପସ୍ଥିତ ଥିଲେ।ଏହାସହିତ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ହେମସାଗର ମହାନନ୍ଦ, ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୀବ କୁମାର ନାଏକ, ଶ୍ରୀ ଦୁଷ୍ମନ୍ତ ଶେଖର ପାଢ଼ୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ, ପଙ୍କଜିନି ମାଝୀ , ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ, ମଧୁସ୍ମିତା ନାଏକ,କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ମାର୍ଗଦର୍ଶନ କରି ବିଜ୍ଞାନ ର ଉପାଦେୟତା ବିଷୟରେ କହିଥିଲେ ।ଗୋଷ୍ଠୀ ଶିକ୍ଷା ପରିବାର ତରଫରୁ ଅତିଥିମାନଙ୍କୁ ସ୍ବାଗତ କରାଯାଇ, ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ସହଭାଗୀତାକୁ ସମ୍ମାନିତ କରାଗଲା। ମୁଖ୍ୟ ଅତିଥି ଓ ବିଶେଷ ଅତିଥି ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଉତ୍ସାହକୁ ପ୍ରଶଂସା କରିଥିଲେ।ସମାପନୀ ସଭାର ମୁଖ୍ୟ ଆକର୍ଷଣ ଥିଲା ପୁରସ୍କାର ଓ ସମ୍ମାନ ପ୍ରଦାନ, ଯେଉଁଠାରେ ଶ୍ରେଷ୍ଠ ମଡେଲ୍ ପ୍ରଦର୍ଶନ କରିଥିବା ୧୭ ଜଣ ଛାତ୍ରଛାତ୍ରୀ ଓ ବିଦ୍ୟାଳୟମାନଙ୍କୁ ସମ୍ମାନିତ କରାଯାଇଥିଲା।ଗୋଷ୍ଠୀ ବିଜ୍ଞାନ ସମ୍ପାଦକ, ହିମାଂଶୁ ଶେଖର ମହାପାତ୍ର , ଏବଂ ପରିଚାଳନା କମିଟି ତରୁଣ କୁମାର ସାହୁ, ବିଶିକେଶନ୍ ସୁନା, ପ୍ରମୋଦ ଦାସ , କୁମାର ଗୌରବ ପରିଡ଼ା, ଷୌଭାଗ୍ୟ ରଞ୍ଜନ ସାହୁ ଏବଂ ସମସ୍ତ ଆଞ୍ଚଳିକ ସାଧନକର୍ମି , ପ୍ରଧାନ ଶିକ୍ଷକ, ସହ ଶିକ୍ଷକ/ ଶିକ୍ଷୟତ୍ରୀ , ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର କର୍ମକର୍ତ୍ତା ଙ୍କ ତତ୍ତ୍ଵାବଧାନରେ ପରିଚାଳନା ହେଇ ଥିଲା । ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ । ଏହି ଅବସର ରେ ପ୍ରେସ କ୍ଲବ ଲାଞ୍ଜିଗଡ଼ ଦ୍ଵାରା ରକ୍ତଦାନ ଶିବିର ରେ ଶିକ୍ଷକ ହିମାଂଶୁ ଶେଖର ମେହେର, ଦୂର୍ବଦଳ ପଟେଲ, ସୁରେଶ କୁମାର ମହାରଣା, ସୁଶାନ୍ତ କୁମାର ବାରିକ ରକ୍ତ ଦାନ କରିଥିଲେ ।ସମଗ୍ର କାର୍ଯ୍ୟକ୍ରମ ଲଞ୍ଜିଗଢ଼ ବ୍ଲକ୍‌ର ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ଉତ୍ସାହ ଓ ନବଚେତନାର ପ୍ରତିକ ଭାବେ ବାଲ ବୈଜ୍ଞାନିକ ପ୍ରଦର୍ଶନୀ–2025କୁ ଏକ ବିଶେଷ ସଫଳତାର ସ୍ଥାନରେ ପହଞ୍ଚାଇଲା।

କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ

jagratbharat

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

June 1, 2026

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

June 1, 2026

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech