ଭୁବନେଶ୍ବର ବିମାନ ବନ୍ଦରରେ ହୋହଲ୍ଲା
ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ବାତିଲ ହୋଇଛି। ୫୦ଜଣ ଯାତ୍ରୀ ଭୁବନେଶ୍ବରରୁ ଦିଲ୍ଲୀ ଯାଇଥାନ୍ତେ। ସେଠାରୁ କନେକ୍ଟିଙ୍ଗ ଫ୍ଲାଇଟରେ ଜେଦା ଯିବାର ଥିଲା। କୁହୁଡ଼ି ପାଇଁ ଭୁବନେଶ୍ବରରୁ ୩ଟି ବିମାନ ବାତିଲ ସୂଚନା।ଯାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ଓ ହୋହାଲ୍ଲା ଦେଖିବାକୁ ମିଳିଛି।



