ଧୋଇଆ କ୍ରିକେଟ ଆସୋସିଏସନ୍ (ଡିସିଏ) ଦ୍ଵାରା ପରିଚାଳିତ DPL SEASON _7 ଉଦଯାପିତ ହୋଇଯାଇଛି

ବିଷୟ _ ବିଂଝାରପୁର ନିକଟସ୍ଥ ସିଂହପୁର ନିକଟବର୍ତ୍ତୀ ଗୋବିନ୍ଦପୁର କଲେଜ୍ ପଡ଼ିଆ ଠାରେ ଧୋୟା କ୍ରିକେଟ୍ ଆସୋସିଏସନ୍ (ଡିସିଏ) ଦ୍ବାରା ପରିଚାଳିତ DPL SEASON _7 କ୍ରିକେଟ ମ୍ୟାଚ୍ କାଲି ଶେଷ ହୋଇଯାଇଛି।ଏଥିରେ ସ୍ଥାନୀୟ ମଧୁବନ ଟିମ୍ ଜିତି ଏକ ଲକ୍ଷ ଟଙ୍କା ଓ ହଦୁଆ ଟିମ୍ ରନସ ଅପ୍ ହୋଇ ପଚାଶ ହଜାର ଟଙ୍କା ପୁରସ୍କାର ପ୍ରାପ୍ତ ହୋଇଥିଲେ।ଏଥିରେ ଅତିଥି ଭାବେ ଓଡ଼ିଆ ସିନେମାର ନାୟିକା ବିଦୁସ୍ମିତା , ଯାଜପୁର ଜିଲ୍ଲା ମହିଳା ବିଜେପିର ସଭାପତି ବବିତା ମଲ୍ଲୀକ,, କେନ୍ଦ୍ରାପଡ଼ା ବିଜେପିର ଉପ ସଭାପତି ତଥା ଆଳିର ବରିଷ୍ଠ ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।



