ଜାତୀୟ କଂଗ୍ରେସ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ।

କଳାହାଣ୍ଡି..୧୩/୨) ଜୁନାଗଡ ବ୍ଲକ ଅନ୍ତର୍ଗତ ପିଲିକିଆ ପଞ୍ଚାୟତ ର ଧାନ ମଣ୍ଡି ଠାରେ, ଭାରତିୟ ଜନତା ପାର୍ଟି ସରକାରର ଅପାରଗତା ସାସନ ଯୋଗୁଁ ଆଜି ଏକ ଜୁନ ସ୍ତରିୟ କର୍ମି ସମ୍ବିଲନି ଜାତୀୟ କଂଗ୍ରେସ ଦଳ ତରଫରୁ ଏକ ବିଶାଳ ସମ୍ମିଲନି ଅନୁଷ୍ଟିତ ହୋଇଯାଇଛି। ଜୁନାଗଡ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଚିତ୍ତରଞ୍ଜନ ନିଆଲ, ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରଭାତ ଦାଶ, ଉପସ୍ଥିତ ରହି ଉକ୍ତ କଂଗ୍ରେସ ସମ୍ପିଲନିକୁ ଠିକ୍ ହିସାବରେ ପରିଚାଳନା କରିଥିଲେ, ଏବଂ ଭାରତୀୟ ଜନତା ପାର୍ଟି ଦଲ ଜୋପରି ଭାବରେ ନାରିନିଜ୍ୟାତନା,ବେକାରି ସମସ୍ୟା,ଦାଦନ ମୃତ୍ୟୁ, ଚାଷୀ ଅଭାବିବିକ୍ରିଧାନ ଓ ବିଭିନ୍ନ ସମସ୍ୟା କୁ ନେଇ ଏହି ଡବଲ ଇଞ୍ଜିନ ସରକାର ର ମନମୁଖୀ ଶାସନରେ ଅସନ୍ତୁଷ୍ଟ ହୋଇ ଜିଲ୍ଲା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଚିତ୍ତରଞ୍ଜନ ନିଆଲ,କର୍ମିମାନଙ୍କୁ ଜଣେଇ ଥିଲେ,ଶ୍ରୀ ପ୍ରଭାତ ଦାଶ,ମହିଲା ନେତ୍ରି ରଶ୍ମିତା ବାଗ,ଆଗକୁ କିପରି ଭାବରେ ତୃଣମୁଲ ସ୍ତରରେ କଂଗ୍ରେସ ସଙ୍ଗଠନ ମଜଭୁତ ହେବ,ଆମକର୍ମି ଗୋଟେ ଗୋଟେ ସୈନିକ ହୋଇ କାମ କରିବେ ସଙ୍ଗଠନକୁ ମଜଭୁତ କିପରି କରିବେ, ସେ ବିଷୟରେ ଅବଗତ କରାଇଥିଲେ, ଏବଂ ଜୁନ ସ୍ତରିୟ ପଞ୍ଚାୟତ ସ୍ତରିୟ କମିଟି ଗଠନକରିବା ପାଇଁ ଏକ ନମ୍ବର ଜୁନର ସହସହ କର୍ମି ଉପସ୍ଥିତ ରହିଥିଲେ।ଏହି ସଙ୍ଗଠନକୁ ଶ୍ରୀ ଦୁଷ୍ମନ୍ତ ନାଏକ,ଚେରୁ ସେନାପତି, ଉଦିତ ସରାଫ,ଏକାରାମ ସୁନାନୀ, ଏବଂ ଏକ ନମ୍ବର ଜୁନର ଆଗଧାଡିର କର୍ମିମାନେ ସହଯୋଗ କରିଥିଲେ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।



