ନୂଆପଡା ଗ୍ରାମର ରାମେଶ୍ୱର ଯାତ୍ରା କମିଟି ପକ୍ଷରୁ ବୈଠକ ତାଳଚେର, ତାଳଚେର, ୧୪/୦୬ ତାଳଚେର ବ୍ଲକ ନୂଆପଡା ଗ୍ରାମର ରାମେଶ୍ୱର ମନ୍ଦିର ପରିସରରେ ରାମେଶ୍ୱର ଯାତ୍ରା କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l କମିଟିର ସଭାପତି ବିଜୟ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ହେବା ସହ ଚଳିତ ବର୍ଷ ଯାତ୍ରା ପାର୍ଟି ଯାତ୍ରା କରିବା ପାଇଁ ନିଷ୍ପତି ହୋଇଛି l ଚଳିତ ବର୍ଷ କୋଣାର୍କ ଗଣନାଟ୍ୟ ଯାତ୍ରା ପରିବେଷଣ ପାଇଁ କମିଟି ର ସମସ୍ତ ସଦସ୍ୟ ସହମତି ପ୍ରଦାନ କରିଥିଲେ l ଏହି ବୈଠକରେ କୋଣାର୍କ ଗଣନାଟ୍ୟ ର ପରିଚାଳକଙ୍କ ସମେତ କମିଟି ର ପ୍ରତାପ ଚନ୍ଦ୍ର ସାମଲ, ଆନନ୍ଦ ଚନ୍ଦ୍ର ସାହୁ, ବିଜୟ କୁମାର ଜେନା, ହିମାଂଶୁ ପୃଷ୍ଟି, କୁମୁଦ ସାହୁ, ବାବୁଲା ସାମଲ, ନିରଞ୍ଜନ ସାମଲ, ତ୍ରିନାଥ ସାମଲ, ତ୍ରିଲୋଚନ ପ୍ରଧାନ, ସୁବୋଧ ସାମଲ, ଅଶୋକ ମଲ୍ଲିକ, ମନୋଜ ସାମଲ, ଦିନେଶ ରଞ୍ଜନ ମହାନ୍ତି, ଅକ୍ଷୟ ମହାନ୍ତି, ଅଜୟ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)