ରାସ୍ତା ଉପରେ ଜଳିଗଲା ହାଇବା ଟ୍ରକ ,
ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଆଜି ରାତି ପ୍ରାୟ 12:30 ମିନିଟ ହେବ ସମଲ କେନାଲ ବାଇପାସ ରାସ୍ତା ଠାରେ ଗାଡି ଚାଲୁଥିବା ସମୟରେ ଅଚାନକ ଗାଡି ରେ ସଟ ସର୍କିଟ ହେବା ଦ୍ୱାରା ଗାଡି ରେ ନିଆଁ ଲାଗି ଯାଇଥିଲା l ଯାହାର ଗାଡି ନମ୍ବର OD 35 H 8199ଏବଂ ସେଥିରେ ଥିବା ଚାଳକ ଅତି ଚତୁରତାର ସହିତ ନିଜକୁ ବଞ୍ଚେଇବା ପାଇଁ ଗାଡି କୁ ସେଇ ଜାଗାରେ ଠିଆ କରି ଗାଡ଼ିରୁ ଓଲାଇ ପଡିଥିଲା l ଏବଂ କିଛି ସମୟ ଭିତରେ ଗାଡିଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା l ବିଶେଷ ସୂତ୍ର ରୁ ଖବର ପାଇ ସମଲ ପୋଲିସ ଓ କଣିହାଁ ଅଗ୍ନିଶମ ବାହିନୀ ପହଞ୍ଚି ଗାଡ଼ିରେ ଲାଗି ଥିବା ନିଆଁ କୁ ଆୟତ କରିଥିଲେ..ଏବଂ ଗାଡି ଡ୍ରାଇଭର ସୁରକ୍ଷିତ ବୋଲି ଯାହା ସୂଚନା, ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରୁ ସୁନୀଲ କୁମାର ସାମଲ ଙ୍କ ରିପୋର୍ଟ,




