ATM ଡକାୟତି ଘଟଣା ରେ ପୋଲିସ ର ସାମ୍ବାଦିକ ସମ୍ମିଳନୀ

ଜେ ବି ଏନ, ୨୨/୧୨/୨୦୨୦, (ରିପୋର୍ଟ, ସୁଶାନ୍ତ କୁମାର ମହାପାତ୍ର), ଢେଙ୍କାନାଳ : ଗତ ପନ୍ଦର ତାରିଖ ପୂର୍ବ ରାତି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗl ଥାନା ଅଂଚଳ ନିମବାହାଳୀ ଛକ ଠାରେ ଥିବା SBI ATM ରୁ ଡକାୟତି ହୋଇଥିଲା l ପୋଲିସ ର ତତ୍ପରତା ଫଳରେ ଡକାୟତ ମାନଙ୍କୁ ଠାବ କରିବାରେ ସକ୍ଷମ ହୋଇ ମୋଟଙ୍ଗା ର ବିରଞ୍ଚି ନାୟକ ଙ୍କ ପୁଅ ବିଶୁ, ସୁମନ୍ତ ସାହୁ ଙ୍କ ଅଠର ବର୍ଷୀୟ ପୁଅ ଲିକୁନ, ସୁବାସ ବେହେରା ଙ୍କ ଉଣେଇଶ ଓ ତେଇଶି ବର୍ଷୀୟ ପୁଅ ବଣ୍ଟି ଓ ବବୁଲୁ ଧରି କେଶ ନମ୍ବର 256dtd.
15.12.20U/S 457/380 IPC ରେ କୋଟ ଚାଲାଣ କରାଯାଇଛି l ଏଥିଯୋଗୁ ମୋଟଙ୍ଗା ଥାନାରେ DSP ଶ୍ରୀହର୍ଷ ମିଶ୍ର ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ସୂଚନା ଦେଇଥିଲେ, DSP ଙ୍କ ସୂଚନା ଆସନ୍ତୁ ଶୁଣିବା l




