ଆଜି ହେଉଛି ପନ୍ଥେଇ ଉଷା

(ଜେ ବି ଏନ /ସୁବ୍ରତ କୁମାର) ୨୨/୧୨ /୨୦୨୦, ଢେଙ୍କାନାଳ : ଏହି ଉଷା ମାର୍ଗଶୀର ମାସ ଶେଷ ମଙ୍ଗଳବାର ହୋଇଥାଏ। ଏହି ପୂଜା ନାରୀ ମାନେ ଯେଉଁ ସବୁ ମାନସିକ କରିଥାନ୍ତି ତାହାରି ପାଇଁ ପୂଜା କରନ୍ତି। ଏହି ପୂଜା ରେ ଢେଙ୍କାନାଳ ଜିଲ୍ଲାବାସୀ ବଡ ବିଶ୍ବାସ କରନ୍ତି। ଆଜି ଆମ କ୍ୟାମେରା ରେ କଏଦ ହୋଇଛି ଢେଙ୍କାନାଳ ଜିଲ୍ଲା ର ଏକ୍ ପୂଜା ସ୍ଥାନ। ଏହିପୂଜା ର ବିଧିବିଧାନ ବୁଝିବା ଦ୍ଵାରା ଜଣା ପଡିଛି କି ନାରୀ ମାନେ ପୁତ୍ର ସନ୍ତାନ ପାଇଁ ଓ ତାଙ୍କର ମଙ୍ଗଳ କାମନା ପାଇଁ ପୂଜା କରିଥାନ୍ତି l



