ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସମାରୋହ

ଝାରସୁଗୁଡ଼ା – 30/01/2026- ରାଜଶ୍ରୀ ମେହେର ଙ୍କ ସଭାପତିତ୍ୱ ରେ ମଧୁମୟ ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଟିତ ହୋଇ ଯାଇଛି, ମୁଖ୍ୟ ଅତିଥି ଡ ରାଧାକାନ୍ତ ଗର୍ଡିଆ ଜିଲ୍ଳା ଶିକ୍ଷା ଅଧିକାରୀ ଝାରସୁଗୁଡ଼ା,
ବାରାନ୍ୟେ ଅତିଥୀ ଡ ସଙ୍ଗୀତା ନାୟକ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଓଡ଼ିଆ ଭାଷା ସାହିତ୍ୟ ସମ୍ବଲପୁର, ମୁଖ୍ୟ ବକ୍ତା ଶ୍ରୀ ଧର୍ମରାଜ ପ୍ରଧାନ, ବିଶିଷ୍ଟ ଶିକ୍ଷାବିତ୍ ସାରସ୍ୱତ ସାଧକ, ସଂଯୋଜନା ପ୍ରେମ ସାଗର ଦେହେରିଆ ସମ୍ପାଦକ ଜ୍ୟୋତିର୍ମୟୀ, କବି ଲେଖକ ଓ ସାରସ୍ୱତ ସାଧକ ବିଜାଗୁଡ଼ା ର ନରେନ୍ଦ୍ର ସାହୁ, ସର୍ଵେ ର ଶମ୍ଭୁନାଥ ସାହୁ, ମିଲି ସାହୁ, ଅନ୍ୟାନ୍ୟ କବି ମାଧବୀ ପଟେଲ୍, ଶ୍ରୀ ମଦନାନଦ ସେଠ୍, ବସନ୍ତ ନାଥ, ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ, ପ୍ରଦୀପ୍ତ ପଟେଲ୍, ହରମୋହନ ପଟେଲ୍ ଫସିମାଲ, ପ୍ରମୋଦ ନାୟକ, କିର୍ତିଚନ୍ଦ୍ର ବହିଦାର୍, କୋଲାବିରା ସମ୍ମାନିତ କବି,। ମୁକ୍ତେଶ୍ୱର ପ୍ରଧାନ, ବିପିନ ବିହାରୀ ସାହୁ ଭଜନ ଦେହେରୀଆ , ନଳିନୀ ସୁନିଆ, ତ୍ରିଲୋକ୍ୟନାଥ ମହାପାତ୍ର, ଶରତ ତନ୍ତୀ, ପଦ୍ମିନୀ କରାଲି, ସୁଷମା ପଟେଲ, ଅମିତା ମହାପାତ୍ର, ଜିଗ୍ନେଶ୍ୱରି ପଟେଲ୍, ସୁଧୀର ବାରିକ ତ୍ରିଷା ବାରିକ ।
ସମ୍ୱଲପୁର ଜିଲ୍ଳା ରିପୋର୍ଟର ଜାଗ୍ରତ ଭାରତ, ନରେନ୍ଦ୍ର ସାହୁ




