ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନର ଛଅ ତମ ପ୍ରତିଷ୍ଠା ଦିବସ ପାଲିତ
କଳାହାଣ୍ଡି ରୁ କପୁରଚନ ସେଠିଆ ଙ୍କ ଜାଗ୍ରତଭାରତ ନିୟୁକ ଆଜି ଭବାନୀପାଟଣା ଟାଉନ ହଲ ଠାରେ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ସଭାପତିତ୍ବରେ ସଂଗଠନର ଛଅ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳନ କରାଯାଇ ଥିଲା,ପ୍ରଥମେ ବହୁଜନ ସମାଜର ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ ପୁଷ୍ପ ଦୀପ୍ ଅର୍ପଣ କରି ପଞ୍ଚଶିଳ ତ୍ରିଶରଣ ଗାନ କଲାପରେ ସଭାକାର୍ଯ୍ୟ ଆରମ୍ଭ କରଯାଇଥିଲା ,ସମସ୍ତ ବକ୍ତା ମତ ରଖିଥିଲେ ବାବାସାହେବ ଙ୍କ ବାର୍ତ୍ତା ହିସାବରେ ସମାଜରେ ଶିକ୍ଷାକୁ ପ୍ରାଧାନ୍ୟ ଦେବା ଏବଂ ସଙ୍ଗଠିତ ହୋଇ ରହିବା. ସଂଗଠନ ପ୍ରତ୍ୟେକ ବର୍ଷ ସମାଜ ରତ୍ନ ସମାଜ ପ୍ରତିଭା ସମାଜ ଉଦୀୟମାନ ତାରକା ସମ୍ମାନ ପ୍ରଦାନ କରିଥାଏ,ଏହି ବର୍ଷ ଗୀତ ସଂଗୀତ ଦୁନିଆର ମରଣୋତ୍ତର ପରେ ଶ୍ରୀରାମ ଲୁହାର ସମୀର ନାଗ ହ୍ୟୁମାନ୍ ସାଗର, ସମାଜିକ କ୍ଷେତ୍ରରେ ଚାମର ମଙ୍ଗରାଜ ଧୋବା ନାଗ ସଂଖନାଦ ନାଏକ କୁ ସମାଜ ରତ୍ନ ସମ୍ମାନ ଦିଆଯାଇଥିଲା ,ମେଜର ସୁଧାଂଶୁ ପାଣି,ବଳରାମ ବାଗ, ପୁଣ୍ୟା ହରପାଲ, ସାମ୍ବାଦିକ ନବୀନ ତାଣ୍ଡି, ଲିଙ୍ଗରାଜ ଆଜାଦ ଉପେନ୍ଦ୍ର ଦ୍ରାବିଡ଼ ,ରାଜ କିଶୋର ସୁନାନି, ବୁଲୁ ନାଏକ ,ବାବୁଲା ନାଏକ, ସାମ୍ବାଦିକ ପ୍ୟାରୀଲାଲ ଦୁର୍ଗା କୁ ସମାଜ ପ୍ରତିଭା ସମ୍ମାନ ରେ ସମ୍ମାନିତ କରା ଯାଇଥିଲା, ମଞ୍ଚାସୀନ ଥିଲେ ରାଧାକାନ୍ତ ଛେତ୍ରୀ ଜିଲ୍ଲା ଶିକ୍ଷା ଅଧିକାରୀ .ଜିଲ୍ଲା ସଭାପତି ବୃନ୍ଦାବନ ନାଗ. କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା. ନର୍ଲା ସଭାପତି ରଘୁନାଥ ଦୀପ୍. ଏମ୍ ରାମପୁର ସଭାପତି ଦୟାଦାନ ନାଗ . ଗୋଲାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦ ସଭାପତି ରାମ କୁମାର ସେନାପତି. କେସିଙ୍ଗା ସଭାପତି ବିଷ୍ନୁ ମଙ୍ଗରାଜ .ଡ ଦୟାନିଧି ବାଗ. ଡକ୍ଟର ନୀଳମଣି ଦୀପ୍. ଗଙ୍ଗାଧର ଜାଲ BMP ରାଜ୍ଯ ସଭାପତି. ନବରଙ୍ଗପୁର ଜିଲ୍ଲାରୁ ପ୍ରକାଶ ଚନ୍ଦ୍ର ନାଗ .କୋରାପୁଟ ଜିଲାରୁ ସୁବାସ ଚନ୍ଦ୍ର ସେଠୀ. ପୁରୀ ଜିଲ୍ଲାରୁ ବିଜୟ ସେଠି ରାଜ୍ଯ ସଭାପତି aims. ଗଞ୍ଜାମ ଜିଲ୍ଲାରୁ ସଂଗ୍ରାମ ନାଏକ .ଉପଦେଷ୍ଟା ପ୍ରମୋଦ ତାଣ୍ଡି ପ୍ରମୁଖ ସମେତ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଏବଂ ଛୋଟ ଛୋଟ କୁନି ପୁଅ ଝିଅର ଆମ୍ବେଦକର ପ୍ରେମୀ ଯୋଗ ଦେଇ ଥିଲେ, ଆଜିର ଷଷ୍ଠ ତମ ପବିତ୍ର ପ୍ରତିଷ୍ଠା ଦିବସକୁ ସୁନ୍ଦର ଭାବରେ ଗିରିଜା କୁମାର ବେହେରା ଓ ଶତ୍ରୁଘନ ନାଇକ ପରିଚାଳନା କରି ଥିବାରୁ ଆମ୍ବେଦ କର ପ୍ରେମି ଓ ବୁଦ୍ଧି ଯିବି ମାନେ ଧନ୍ଯବାଦ ଜ୍ଞାପନ କରିଥିଲେ,



