ଦୁର୍ନୀତି ନିବାରଣ ବାର୍ଷିକ ଉତ୍ସବ ଅନୁଷ୍ଠିତ


(ଜେ ବି ଏନ /ସୁଶାନ୍ତ କୁମାର) ୧୦/୦୧/୨୦୨୧ ଢେଙ୍କାନାଳ : ଢେଙ୍କାନାଳ କାରିଗର ସାହିରେ ଥିବା ଅଭିନନ୍ଦନ ଗାର୍ଡେନରେ ଆଜି ଓଡିଶା ଦୁର୍ନୀତି ନିବାରଣ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପସ୍ଥିତ ଅତିଥି ମାନେ ହେଲେ ପଞ୍ଚାନନ କାନୁନଗୋ, ପୂର୍ବତନ ଅର୍ଥ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ନଗର୍ପାଲ ନନ୍ଦନ ଦାସ, ରାଜ୍ୟ ସଭାପତି ରମା ଚରଣ ମିଶ୍ର, ଜଗବନ୍ଧୁ ସତପଥୀ, ରାଜ୍ୟ ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପାଣି, ସାଧାରଣ ସମ୍ପାଦକ ସଭାପତି ରମା ଚରଣ ମିଶ୍ର, ଉକ୍ତ ସଭାରେ ଅଧିକ ସଂଖ୍ୟାରେ ମହିଳା ମାନେ ଉପସ୍ଥିତ ଥିଲେ। ଓଡିଶା ଦୁର୍ନୀତି ମୁକ୍ତ ନିଶା ମୁକ୍ତ, ହେବା ପାଇଁ ଦାବି ରଖିଥିଲେ। ବକ୍ତା ମାନେ ଯେମିତି ଦୁର୍ନୀତି ବଢ଼ିଲାଣି ତାହା କେହି ସୁଧାରି ପାରିବେ ନାହିଁ। ଏହି ଦୁର୍ନୀତି ଏକ ଲୁଚ କାଲି ଖେଳ ପରି ଚାଲିଛି। ଏହି ଦୁର୍ନୀତି ସଙ୍ଗମଞ୍ଚ ତାକୁ କମେଇବା କିଛି ବଡ କଥା ନୁହଁ, ମହିଳା ମାନେ ଦୁର୍ନୀତି ରୋକିବାରେ ମୁଖ୍ୟ ଅଧିକାରୀ ଅଟନ୍ତି। ଯେଉଁ ଲୋକ ଜୋର ଭାବରେ ତାକୁ ଦୁର୍ନୀତି କୁହଯାଏ। ଏହା ଆଲୋଚନା ହୋଇଥିଲା। ଶେଷରେ ଧନ୍ଯବାଦ୍ ଅର୍ପଣ କରିଥିଲେ। ମଞ୍ଚର ସଭାପତି ଶ୍ରୀ ଯୁକ୍ତ ଅଜୟ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ରାଜ୍ୟ ସଦସ୍ୟ ଓଡିଶା ସାହିତ୍ୟ ଏକାଡେମୀ।




