ଡି ପ୍ରକାଶ ରାଓଙ୍କ ମୃତ୍ୟୁରେ ଓଡିଶା ସ୍ତବ୍ଧ

ଜେ ବି ଏନ, ୧୩/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ଆଜି କଟକ ଜିଲ୍ଲା ର ସ୍ଥାନୀୟ S C B ମେଡିକାଲ ର covid କେୟାର ସେଣ୍ଟର ରେ ବିଶିଷ୍ଟ ସମାଜ ସେବି ତଥା ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ମୃତ୍ୟୁ ଘଟିଛି l ଏହି ଖବର ରେ ସାରା ଓଡିଶା ସ୍ତବ୍ଧ ହୋଇ ଯାଇଛି l ସେ ତାଙ୍କ ଜୀବନର ସବୁ କିଛି ତାଙ୍କ ବକ୍ସିବଜାର ସ୍ଥିତ ବସ୍ତି ଏବଂ ବହୁ ଅସହାୟ ଲୋକଙ୍କ ସେବାରେ ଅର୍ପଣ କରି ଦେଇ ଥିଲେ l ଏକ ଚାହା ଦୋକାନ ଯାହାକି ତାଙ୍କ ବାପା ଆରମ୍ଭ କରିଥିଲେ ୬ ବର୍ଷ ବୟସ ରୁ ନିଜେ କାମ କରି ଲୋକଙ୍କ ସେବା କରି ଆସୁ ଥିଲେ ଏବଂ ଏହି କାମ ପାଇଁ ସେ ପଦ୍ମ ଶ୍ରୀ ଉପାଧି ମଧ୍ୟ ପାଇଥିଲେ। ଆମ JBN TV ତରଫରୁ ତାଙ୍କୁ ପ୍ରଣାମ।



