ସମାଜ ସଂସ୍କାରର ମାଧ୍ୟମ ରାସ ସଂକୀର୍ତ୍ତନ

– ସମାଜ ସଂସ୍କାରର ମାଧ୍ୟମ ରାସ ସଂକୀର୍ତ୍ତନ

-କୃଷ୍ଣଲୀଳା ଲୋକନୃତ୍ୟସଙ୍ଘର ବାର୍ଷିକ ଉତ୍ସବ

– ୩୭ ଅଭିଜ୍ଞ କଳାକାର ଙ୍କୁ ରାସ ରତ୍ନ ସମ୍ମାନ

କେନ୍ଦୁଝର,୨୯/୧: ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ସାକ୍ଷାତ ଭଗବାନ ପରମେଶ୍ବର ପରଂବ୍ରହ୍ମ ଅଟନ୍ତି। ଶ୍ରୀକୃଷ୍ଣ ଙ୍କ ଚରଣ ରୁ ହିଁ ଭକ୍ତି ମନ୍ଦାକିନୀ ସୁଧାନିର୍ଝର ପ୍ରବାହିତ ହୋଇ ସଂପୂର୍ଣ୍ଣ ଜଗତକୁ ଶାନ୍ତିମୟ ପ୍ରବାହ ରେ ଅପ୍ଲାବିତ କରୁଛି।କୃଷ୍ଣଲୀଳା ବା ରାସ ସଂକୀର୍ତ୍ତନ ଭକ୍ତ ଜଗତର ସର୍ବସ୍ବ ଅଟେ। ତାହାର ଶ୍ରବଣ, କୀର୍ତ୍ତନ, ସ୍ମରଣ, ଧ୍ୟାନ ଏବଂ ଅନୁକରଣ ରେ ପ୍ରଲୀନ ଭକ୍ତ ଚିତ୍ତ କୁ ତର୍କ-ବିତର୍କ ଓ କୁତର୍କ ର ଅବକାଶ ମିଳେ ନାହିଁ। ସେହି ଆନନ୍ଦ ସ୍ରୋତରେ ଯିଏ ଥରୁଟିଏ ନିଜକୁ ଭସାଇ ଦେଲା ତା ଆଗରେ ତର୍କ ର କୈାଣସି ମୂଲ୍ୟ ନାହିଁ । କୃଷ୍ଣ ଲୀଳା ବା ରାସ ସଂକୀର୍ତ୍ତନ ସମାଜରେ ସଂସ୍କାର ଆଣିବାରେ ମୂଖ୍ୟ ମାଧ୍ୟମ ବୋଲି ରବିବାର ବାମେବାରୀ ଥାନା, ନୟାଗଡ ମୁକ୍ତେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଏକ ଭକ୍ତିମୟ ପରିବେଶ ରେ କୃଷ୍ଣ ଲୀଳା ଲୋକ ନୃତ୍ୟ ସଂଘର ପ୍ରଥମ ବାର୍ଷିକ ଉତ୍ସବର ମୂଖ୍ୟ ଅତିଥି ତଥା ଝୁମ୍ପୁରା ବିଡିଓ ଉମାକାନ୍ତ ପରିଡ଼ା ଏଭଳି କିଛି ଅଭିଭାଷଣ ରଖିଥିବାବେଳେ ଏହି ବିଲୁପ୍ତ ପ୍ରାୟ ଲୋକକଳା କୁ ଉଜ୍ଜୀବିତ ରଖିବାକୁ କୃଷ୍ଣ ଲୀଳା ଲୋକ ନୃତ୍ୟ ସଂଘ କୁ ଆହ୍ବାନ କରିଥିଲେ।
ସଙ୍ଘ ର ସଭାପତି ବ୍ରହ୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଜିନ୍ଦଲ ଷ୍ଟିଲ, ଟେନସା ଖଣି ରେ କାର୍ଯ୍ୟରତ ମାଇନିଙ୍ଗ ଫରମାନ ବୀରକିଶୋର ଖିଲାର ସମ୍ମାନୀତ ଅତିଥି ଏବଂ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ ବ୍ରହ୍ମେଶ୍ୱର ମଣ୍ଡଳ ର ସ୍ଥାୟୀ ସଭାପତି ବୈକୁଣ୍ଠ ନାଥ ବାରିକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସମାଜକୁ ଶୃଙ୍ଖଳିତ କରିବା ପାଇଁ ରାସ ସଂକୀର୍ତ୍ତନ ଭଳି ଭକ୍ତି ଯୁକ୍ତ କଳା ର ପୁନରୁଦ୍ଧାର ଏବଂ ବିକାଶ ର ଆବଶ୍ୟକତା ରହିଛି ବୋଲି କହିଥିବାବେଳେ ଏଦିଗରେ କୃଷ୍ଣ ଲୀଳା ଲୋକ ନୃତ୍ୟ ସଂଘ ର ଉଦମ୍ୟ କୁ ପ୍ରଶଂସା କରିଥଲେ।
କୃଷ୍ଣ ଲୀଳା ଲୋକ ନୃତ୍ୟ ସଂଘ ର ସମ୍ପାଦକ ନିର୍ମଳ ଚନ୍ଦ୍ର ବାରିକ ଅତିଥି ପରିଚୟ,ସ୍ଵାଗତ ଅଭିଭାଷଣ ସହ ସଂପାଦକୀୟ ବିବରଣୀ ପାଠ କରିଥିଲେ। କୃଷ୍ଣ ଲୀଳା ଲୋକ ନୃତ୍ୟ କୁ ସରକାରୀ ସ୍ତରରେ ଲୋକକଳାର ମାନ୍ୟତା ପାଇଁ ସଂଗଠିତ ଭାବେ ସ୍ଵର ଉତ୍ତୋଳନ କରିବା । ବନ୍ଦ ହୋଇପଡିଥିବା ସଂକୀର୍ତ୍ତନ ସମାଜ ଗୁଡିକ ସମ୍ବନ୍ଧରେ ଅନୁଧ୍ୟାନ କରିବା ସହିତ କେଉଁ କାରଣରୁ କଳାକାରମାନେ ଏଥିପ୍ରତି ବିମୁଖ ହେଇଛନ୍ତି କାରଣ ଖୋଜି ସମାଧାନ ଦିଗରେ ପ୍ରୟାସ କରିବା । ଆର୍ଥିକ ସମସ୍ୟା ଜନିତ କାରଣରୁ ସଂକୀର୍ତ୍ତନ ଦଳ ଗଢି ପାରୁନଥିବା ଗାଁଗୁଡିକୁ ମୃଦଙ୍ଗ, ଝାଞ୍ଜ ଭଳି
ଉପକରଣ ସହାୟତା କରିବା । ସଂକୀର୍ତ୍ତନ ଶିକ୍ଷା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣକରି ସଂଘ ର ପୁରୁଖା କଳାକାର ତଥା ସଂଯୋଜକଙ୍କ
ଜରିଆରେ ସଂକୀର୍ତ୍ତନ ପାଠଶାଳାରେ ସର୍ବନିମ୍ନ ଶିକ୍ଷାଦାନ ଦିଗରେ ପ୍ରୟାସ କରିବା ।
ବାର୍ଷିକ ସଂକୀର୍ତ୍ତନ ପ୍ରତିଯୋଗିତା ଆୟୋଜନ କରି କୃତି ଦଳ ଓ କଳାକାରମାନଙ୍କୁ ମାନପତ୍ର ଓ ପୁରସ୍କାର ଦେବା। ସରକାରଙ୍କ ଦ୍ବାରା ପ୍ରଚଳିତ ବିଭିନ୍ନ ଯୋଜନାରେ କଳାକାରମାନଙ୍କୁ ସାମିଲ କରିବାରେ ସହାୟତା କରିବା। ବୃକ୍ଷରୋପଣ, ରକ୍ତଦାନ, ସ୍ବଛତା ଆଦି ବିଭିନ୍ନ ସାମାଜିକ କାର୍ଯ୍ୟ ଆୟୋଜନ କରିବା କୌଣସି କଳାକାରଙ୍କ ଦେହାନ୍ତ ହେଲେ ଶୋକ ସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜ୍ଞାପନ କରିବା ସହିତ ଯଥାସମ୍ଭବ ସହାୟତା କରିବା ଆଦି ଦିଗରେ ସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଥିବା ସୂଚନା ଦେଇଥିଲେ ସମ୍ପାଦକ ଶ୍ରୀ ବାରିକ।
ବାବା ମୁକ୍ତେଶ୍ଵର ଏବଂ ମା ଦୁଆରଶୁଣି ଙ୍କ ନିକଟରେ ପୂଜନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କଟୁପାଲି ସଂକୀର୍ତ୍ତନ ମଣ୍ଡଳୀ ର କଳାକାର ମାନେ ରାସ ନୃତ୍ୟ ପରିବେଷଣ କରିଥିଲେ।
ଏହି କ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜିଲ୍ଲାର ୫୦ ରୁ ଅଧିକ ସଂକୀର୍ତ୍ତନ ଦଳର ୩୭ ଜଣ ଅଭିଜ୍ଞ ରାସ ସଂକୀର୍ତ୍ତନ କଳାକାରଙ୍କୁ ରାସରତ୍ନ ସମ୍ମାନରେ ସମ୍ମାନୀତ କରଯାଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ସଂକୀର୍ତ୍ତନ କଳାକାର କପିଳେନ୍ଦ୍ର ବେହେରା,ମିତ୍ରଭାନୁ ବାରିକ ପ୍ରମୁଖ ସ୍ଵତନ୍ତ୍ର ଅତିଥି ଭାବେ ଉପସ୍ଥିତ ରହିଥିଲେ।
ଉପଦେଷ୍ଟା ଶରତ କୁମାର ବାରିକ ସଭା ସଞ୍ଚାଳନ କରିଥିଲେ। ଉପ ସଭାପତି ରସାନନ୍ଦ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ। କୃଷ୍ଣ ଲୀଳା ଲୋକ ନୃତ୍ୟ ସଂଘ ର ସମସ୍ତ କାର୍ଯ୍ୟକର୍ତ୍ତା ତଥା କଟୁପାଲି ଏବଂ ନୟାଗଡ଼ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech