ଗଜ ଉଦ୍ଧାରଣ ବେଶ ପାଇଁ ପ୍ରସ୍ତୁତି

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ମାଘ ପୂର୍ଣ୍ଣିମା ଗଜ ଉଦ୍ଧାରଣ ବେଶ ହେବା ପାଇଁ ସୋଲରେ ତିଆରି ହୋଇଥିବା ଠାକୁରଙ୍କ ପାଖରେ ଲାଗି ହେବା ପାଇଁ ସାମଗ୍ରୀ, କୁମ୍ଭୀର, ଗଜ ଜୀବ ଜନ୍ତୁ, ପନ୍ଚୂବଟି ଗ୍ରାମର ଶିଳ୍ପୀ ମାନେ ଦିଲ୍ଲୀପ ମହାପାତ୍ର ଓ ଅନ୍ୟମାନେ ଏହାକୁ ପ୍ରସ୍ତୁତି କରୁଛନ୍ତି, ରଙ୍ଗ ତୂଳୀ ଦ୍ଵାରା ଚିତ୍ର ଅଙ୍କା ଯାଇ । ପଞ୍ଚୁବଟି ଗ୍ରାମର ଏହି ଶିଳ୍ପୀ ମାନେ ଏହି ସେବା ପୂର୍ବ ପୁରୁଷରୁ କରି ଆସୁଛନ୍ତି।




