ହାତୀ ଆକ୍ରମଣରେ ଜଣେ ମହିଳା ଆହତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଙ୍କିଡି ଗ୍ରାମର ଅପୂର୍ବ ନାଏକ, ସ୍ୱାମୀ -ଗୌର ନାଏକ, ବୟସ -47, ତାଙ୍କରଏକ ଗାଇ ହଜିଯାଇଥିଲା ସେଇ ଗାଈକୁ କୁ ଖୋଜିବାକୁ ଯାଇଥିଲେ !କିନ୍ତୁ ଦୁର୍ଭାଗ୍ୟ ବଶତଃ ଗାଈ ଖୁଜୁ ବା ସମୟରେ କୁଣ୍ଡେଶ୍ୱର ମନ୍ଦିର ରାସ୍ତା ମରାଗାଡ଼ିଆ ବନ୍ଧ ବାଟରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା !ଆଉ ତାପରେ ହାତୀ ତା ଶୁଣ୍ଢରେ କଚାଡି ଫିଙ୍ଗିଦେଲା, କିନ୍ତୁ ଭଗବାନ ଙ୍କ ଆଶୀର୍ବାଦ ଜୀବନ ବଂଚିଗଲା କିନ୍ତୁ ଯାହା ଜଣାପଡୁଛି ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଛି ! ପ୍ରତିମୁହୂର୍ତ୍ତ ରେ ହାତୀର ଭୟ ଛାଡ଼ୁନି ଏତେ ଭୟର ବାତାବରଣ ଖେଳିଯାଇଛି ଦିନ ବେଳା ବି ମଧ୍ୟ ବାହାରକୁ ଯିବାକୁ ଲୋକମାନେ ଡ଼ରୁଛନ୍ତି ! ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

April 17, 2026/
No Comments



