ବିଲତେଲୁଆ ରେ କ୍ରିକେଟ tournament ଉଦ୍ଯାପିତ। 




କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ହରିହନ୍ତା ପଞ୍ଚାୟତ ବିଲତେଲୁଆ ଗ୍ରାମସ୍ଥିତ ଖେଳପଡିଆ ଠାରେ ଚାଲିଥିବା ତିନି ଦିନିଆ ଦିବସୀୟ କ୍ରିକେଟ tournament ଉଦ୍ଯାପିତ ହୋଇଯାଉଛି। ଫାଇନାଲ ଖେଳ ନୂଆଗାଁ କ୍ରିକେଟ ଟିମ୍ ଏବଂ ବିଲୋଳ କ୍ରିକେଟ ଟିମ୍ ମଧ୍ୟରେ ଖେଳାଯାଇଥିଲା। ନୂଆଗାଁ କ୍ରିକେଟ ଟିମ୍ କୁ ହରାଇ ବିଲୋଳ କ୍ରିକେଟ ଟିମ୍ ଚାମ୍ପିଅନ ହୋଇଥିଲା। ଚାମ୍ପିଅନ ବିଲୋଳ କ୍ରିକେଟ ଦଳକୁ ଟାଙ୍ଗି – ସାଲେପୁର ର ସମାଜସେବୀ ଶ୍ରୀଯୁକ୍ତ ବିଭୁ ଭୋଇ ଟ୍ରଫି ପ୍ରଦାନ କରିଥିଲେ । ଉଦ୍ଯାପନି ଦିବସରେ ମୂଖ୍ୟ ଅଥିତି ଟାଙ୍ଗୀ – ସାଲେପୁର ମାନ୍ୟବର ବିଧାୟକ ପ୍ରଶାନ୍ତ ବେହେରା ସହ ଜୟନ୍ତ ପ୍ରଧାନ, ନରେନ୍ଦ୍ର ରାଉତରାୟ , ରମେଶ ବେହେରା, ସାମ୍ବାଦିକ କାହୁଁ ଚରଣ ବେହେରା ଯୋଗଦେଇଥିଲେ। B.S.C ସଭାପତି , ସମ୍ପାଦକ ପ୍ରମୁଖ ମଞ୍ଚା ଶିନ ଥିଲେ ଏବଂ ଖେଳ ପରିଚାଳନା କରିଥିଲେ।
ଚୌଦ୍ୱାରରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ୍ ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)