ପାଟଣା ବ୍ଲକ ଅନ୍ତର୍ଗତ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଠାରେ ପାଟଣା ମଣ୍ଡଳ ବିଜେପି ପକ୍ଷରୁ ଶକ୍ତି କେନ୍ଦ୍ର ସ୍ତରୀୟ ସାଙ୍ଗଠନୀକ ବୈଠକ ଅନୁଷ୍ଠିତ

ହୋଇଯାଇଛି ଏହି ଅବସରରେ ୧୭୫ ନମ୍ବର ବୁଥ ସ୍ତରୀୟ କମିଟିର ଗଠନ କରାଯାଇଥିଲା ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପସଭା ନେତ୍ରୀ ମମତା ନାଏକ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ତୃଣମୂଳ ସ୍ତରରେ ସଙ୍ଗଠିତ ହୋଇ କାର୍ଯ୍ୟ କରି ଦଳକୁ ସୁଦୃଢ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ ଏହି ଅବସରରେ ଉପସ୍ଥିତ କାର୍ଯ୍ୟ ସହ ଦଳୀୟ ସାଙ୍ଗଠନିକ ଆଲୋଚନା କରି ଶକ୍ତି କେନ୍ଦ୍ର କମିଟି ଗଠନ କରାଯାଇଥିଲା ଏହି ବୈଠକରେ ଜିଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ସୋମବାରୀ ମୁଣ୍ଡା ଓ ଜୟନ୍ତୀ ବାରିକ୍ ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ ରତୃମଣି ମହାନ୍ତ
କୃଷକ ମୋର୍ଚ୍ଚା ସଭାପତି ମଧୁସୂଦନ ମହାନ୍ତ ବିସ୍ତାରକ ସୁଜିତ ଦାସ କପିଳ ବାରିକ୍ ପ୍ରମୋଦ ବାରିକ୍ ଅନାମ ପଇଦା ପ୍ରମୁଖ ବହୁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମେତ ଉପସ୍ଥିତି ରହିଥିଲେ।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟର




