ଆନ୍ତର୍ଜତୀୟ ମାନବ ଅଧିକାର ସଂଗଠନ ତରଫରୁ ନିଆରା ଢଙ୍ଗରେ ପଖାଳ ଦିବସ ପାଳନ ।



ସ୍ଥାନ କଟକ
ତାରିଖ ୨୬/୦୩/୨୩
କଟକରୁ ପ୍ରଦୀପ୍ତ କୁମାର ଘଡେ଼ଇ ଙ୍କ ରିପୋର୍ଟ
ଆନ୍ତର୍ଜତୀୟ ମାନବ ଅଧିକାର ସଂଗଠନ ତରଫରୁ କଟକ,ନୂଆପଡ଼ା ଠା ରେ ଥିବା ଉତ୍କଳ ବାଳା ଶ୍ରମ ରେ ନିଆରା ଢଙ୍ଗରେ ପଖାଳ ଦିବସ ପାଳନ ଓ ବାଳା ଶ୍ରମ ର କର୍ମ କର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ଏବଂ ପିଲାମାନଙ୍କ ସାଙ୍ଗରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତ କଟାଇ ଥିଲେ ଏଥିରେ ମୁଖ୍ୟ ଅତିଥି ପ୍ରଜ୍ଞସିନି ପ୍ରଧାନ, ସମ୍ମାନୀୟ ଅତିଥି ଆନ୍ତର୍ଜତୀୟ ମାନବାଧିକାର ସଂଗନର ସଭାପତି ଡ଼ ଆଶିଷ କୁମାର ମହାନ୍ତି ,ରାଜ୍ୟ ଅଧ୍ୟକ୍ଷ ଡ଼ ଶଙ୍କର୍ଷଣ ପାଲ, ଆନ୍ତର୍ଜତୀୟ ସଭାପତି ଡ଼ ମୋନାଲିସା ମଲ୍ଲିକ , ପ୍ରବୀର୍ କୁମାର ନାୟକ, ସମାଜ ସେବୀ ମମତା ମହାନ୍ତି,ଡ ସୋନିଆ ଦାସ ବିହାରୀ ଏବଂବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ତୀ ତ ହୋଇ ସମୟ ବିତେଇ ଥିଲେ ।




