ବ୍ରହ୍ମପୁର MKCG ମେଡିକାଲରେ ବିରଳ ଅସ୍ତ୍ରୋପଚାର
ମଳଦ୍ବାରରେ ପଶିଥିବା ଶାବଳକୁ ସୁରକ୍ଷିତ କଢ଼ାଯାଇଛି। ସର୍ଜରୀ ବିଭାଗର ବରିଷ୍ଠ ଡାକ୍ତରଙ୍କ ଦ୍ବାରା ଅସ୍ତ୍ରୋପଚାର। ୧୬ ବର୍ଷୀୟ ଶକ୍ତି ପାଟଗୁରୁଙ୍କ ହେଲା ସଫଳ ଅସ୍ତ୍ରୋପଚାର। କନ୍ଧମାଳରେ ଆଜବେଷ୍ଟରୁ ଖସିପଡ଼ିବାରୁ ଶାବଳ ପଶିଯାଇଥିଲା।

All rights reserved. Designed by Inter Softech