ବିଗତ କିଛି ଦିନର ବର୍ଦ୍ଧିତ ବନାଗ୍ନି ପ୍ରଶମନ କରିବା ପାଇଁ ଏକ ଜରୁରୀକାଳୀନ ବୈଠକ @ForestDeptt ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏବେସୁଦ୍ଧା ଘଟିଥିବା ୨୯୭୭୧ ବନାଗ୍ନି ମଧ୍ଯରୁ ୯୮% ପ୍ରଶମନ କରାଯାଇଛି। ପ୍ରଶମନ ନିମନ୍ତେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି।


