Breking News
ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ପବିତ୍ର ସେଠି ଙ୍କୁ ଲାଞ୍ଚ ନେବା ଅଭିଯୋଗ ରେ ଧରିଲା ଭିଜେଲାନ୍ସ !
20000 ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର ବାବୁ
ବଜ୍ରାଘାତ ରେ ମୃତ୍ୟୁ ପାଇଁ ରିପୋର୍ଟ ଦେବେ ବୋଲି ନେଉଥିଲେ ଲାଞ୍ଚ !
ଯଦି ଲାଞ୍ଚ ନ ଦେବ ତାହେଲେ ବଜ୍ରାଘାତ ରେ ନୁହେଁ ହୃଦଘାତ ରେ ମରିଛି ବୋଲି ରିପୋର୍ଟ ଦେବି !
ଡାକ୍ତର ପବିତ୍ର ସେଠି କୁ ଧରିଲା ଭିଜେଲାନ୍ସ
ଡାକ୍ତର କୁ ଲାଞ୍ଚ ନେଉଥିବା ରେ ଯାହାଯ୍ୟ କରୁଥିବା ସିକୁରିଟି ଗାର୍ଡ ଅଭିରାମ ମଧ୍ୟ୍ୟ ଭିଜେଲାନ୍ସ ହାତରେ ଧରାପଡ଼ିଛି




