ବିଦ୍ୟୁତ ଚାଳିତ ଯାନ କ୍ରୟ କରିବାକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ରାଜ୍ଯ ସରକାର ସବ୍ସିଡି ରାଶି ପରିମାଣ ବୃଦ୍ଧି କରିଛନ୍ତି। ନୂତନ ନୀତି ଅନୁସାରେ ଦୁଇ ଚକିଆ ଯାନ ପାଇଁ ସର୍ବାଧିକ ୨୦ ହଜାର ଟଙ୍କା, ତିନି ଚକିଆ ପାଇଁ ୩୦ ହଜାର ଟଙ୍କା ଏବଂ ଚାରି ଚକିଆ ପାଇଁ ସର୍ବାଧିକ ୧ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
