ମାଓ ପ୍ରବଣ ଅଞ୍ଚଳ ତୁମୁଡିବନ୍ଧ ବ୍ଲକ ରେ କନ୍ଧମାଳ ଜିଲ୍ଲାପାଳ ଓ ଏସପି ଙ୍କ ଅଭିଯୋଗ ଶୁଣାଣି

ମାଓ ପ୍ରବଣ ଅଞ୍ଚଳ ତୁମୁଡିବନ୍ଧ ବ୍ଲକ ରେ କନ୍ଧମାଳ ଜିଲ୍ଲାପାଳ ଓ ଏସପି ଙ୍କ ଅଭିଯୋଗ ଶୁଣାଣି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ମାଓବାଦୀ ଙ୍କ ବନ୍ଦ ଡାକରା କୁ ଖାତିର ନ କରି ମାଓପ୍ରବଣ ଅଞ୍ଚଳ ରୂପେ ପରିଚିତ ତୁମୁଡ଼ିବନ୍ଧ ବ୍ଲକ ରେ ପହଞ୍ଚି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି। ଯାହା ସବୁଆଡୁ ଜିଲ୍ଲାପାଳ ଙ୍କ ସାହସ କୁ ସାବାସି ଦେଇଛନ୍ତି। ଜିଲ୍ଲା ସଦର ମହକୁମା ଠାରୁ ୧୨୦ କିଲୋମିଟର ରାୟଗଡ଼ା- କଳାହାଣ୍ଡି ଜିଲ୍ଲା ସୀମାନ୍ତ ତୁମୁଡ଼ିବନ୍ଧ ବ୍ଲକରେ ପହଞ୍ଚି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ଜିଲ୍ଲାପାଳ ଓ ଏସପି ଦୀର୍ଘ ସମୟ ରହି ୧୦୦ଟି ଅଭିଯୋଗ ଶୁଣିବା ସହ ବିଭାଗୀୟ ଅଧିକାରୀ ମାନଙ୍କୁ ଖୁବ ଶିଘ୍ର ଏହାର ସମାଧାନ କରିବା ପାଇଁ କହିଥିଲେ। ଅଭିଯୋଗ ଶୁଣାଣି ପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ। ଅଭିଯୋଗ ଶୁଣାଣି ହେବକି ନାହିଁ ସାଧାରଣ ଜନତା ଦ୍ଵନ୍ଦରେ ରହିଥିଲେ। ମାଓ ବନ୍ଦ ଡାକରା ଦେଲେ ଜିଲ୍ଲା କିମ୍ବା ବ୍ଲକ କର୍ମଚାରୀ ଓ ଅଧିକାରୀ ମାନେ କାର୍ଯ୍ୟାଳୟ ଛାଡ଼ି କୁଆଡେ ଯାଆନ୍ତି ନାହିଁ। ପଚାରିଲେ କୁହନ୍ତି ଆମକୁ କାର୍ଯ୍ୟାଳୟ ଛାଡ଼ି ନ ଯିବା ପାଇଁ ନିର୍ଦ୍ଧେଶ ରହିଛି। କିନ୍ତୁ ଜିଲ୍ଲାପାଳ ଙ୍କ ସମେତ ଏସପି ଶୁଭେନ୍ଦୁ ପାତ୍ର, ବାଲିଗୁଡ଼ା ଉପଜିଲ୍ଲାପାଳ ଏମ.ଏସ. ମଧୁମିତା ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ, ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା ଶିକ୍ଷାଧିକାରୀ ତହସିଲଦାର ବନବିହାରୀ ହରପାଲ, ବ୍ଲକ ଶିକ୍ଷାଧିକାରୀ ଜଗନ୍ନାଥ ସାହୁ ସମେତ କୃଷି, ଉଦ୍ୟାନ, ଗ୍ରାମ୍ୟ ଜଳ ଯୋଗାଣ, ଜଙ୍ଗଲ, ଓଡିଶା ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ବିଭାଗ ସମେତ ବିଭିନ୍ନ ବିଭାଗ ଅଧିକାରୀ ମାନେ ଯୋଗ ଦେଇଥିଲେ । ଦୀର୍ଘ ଦିନ ଧରି ତୁମୁଡିବନ୍ଧ ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦବୀ ଖାଲି ପଡ଼ିଛି l ବିକାଶ କାର୍ଯ୍ୟକ୍ରମ ଏକରକମ ବନ୍ଦ ହୋଇଯାଇଛି l କାଁ ଭାଁ ମନରେଗା କାର୍ଯ୍ୟ ବ୍ୟତୀତ ଅନ୍ୟ କାମ ବନ୍ଦ ରହିଛି l ଗାଁ ସାଥିଙ୍କ ଜରିଆରେ ହେବାକୁ ଥିବା ମନରେଗା କାର୍ଯ୍ୟରେ ଠିକାଦାର ସମ୍ପୃକ୍ତି ଯୋଗୁଁ ଦୁର୍ନୀତି ବୃଦ୍ଧି ହେବାରେ ଲାଗିଛି l କ୍ରମଶଃ ସମସ୍ୟା ମଧ୍ୟ ବୃଦ୍ଧି ପାଇଛି l ବିଡିଓ ନଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି lଲୋକଙ୍କ ଗହଳି ରହିଥିବା ବେଳେ ବିଭିନ୍ନ ଗାଁକୁ ରାସ୍ତା, ବ୍ରିଜ ନିର୍ମାଣ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ, ଭତ୍ତା, ଆବାସ ଯୋଜନା ରେ ସାମିଲ ପାନୀୟଜଳ, ରାସ୍ତାଘାଟ, ଦୈନିକ ମଜୁରୀ ଅର୍ଥ ହଡ଼ପଗୃହ,ରାସନ କାର୍ଡ, ସ୍ୱାସ୍ଥ୍ୟ, ଶିକ୍ଷା ସମେତ ଗମନା ଗମନ ଓ ଅନ୍ୟାନ୍ୟ ଅଭିଯୋଗ ରହିଥିଲା l ଚଳିତ ଗ୍ରୀଷ୍ମ ପ୍ରବାହ ପ୍ରଭାବ ଦ୍ୱାରା ତୁମୁଡିବନ୍ଧ ବ୍ଲକ ର ୬୨ ରୁ ଅଧିକ ଗ୍ରାମରେ ନଳକୂପ ନଥିବାରୁ ପାନୀୟ ଜଳ ସମସ୍ୟା ଲାଗି ରହିଅଛି l ଦୁଇ ବୁନ୍ଦା ପିଇବା ପାଣି ପାଇଁ କି.ମି କି.ମି ରାସ୍ତା ଅତିକ୍ରାନ୍ତ କରିବାକୁ ପଡୁଛି ନିରୀହ ଆଦିବାସୀ ଓ ସ୍ଥାନୀୟ ଜନସାଧାରଣଙ୍କୁ l ପାନୀୟ ଜଳ ମୁନ୍ଦାଏ ପାଇଁ ଗୃହିଣୀ ମାନେ ଡହଳ ବିକଳରେ ପ୍ରଚଣ୍ଡ ଖରାକୁ ଖାତିର ନକରି ଜିଲ୍ଲାପାଳଙ୍କୁ ଗୁହାରି ଜଣାଇବାକୁ ଧାଡି ବାନ୍ଧିଥିବା ଦେଖିବାକୁ ମିଳିଥିଲା l ଗ୍ରାମାଞ୍ଚଳ ମାନଙ୍କରେ ପାଣି ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର କୋଟି କୋଟି ଅର୍ଥ ବ୍ୟୟ କରି ସୋଲାର ଟାଙ୍କି ତିଆରି କରୁଛନ୍ତି କିନ୍ତୁ ଉଦଘାଟନ ର ମାସେ ନ ପୂରୁଣୁ ତାହା କୋଣସି ନା କୋଣସି ପ୍ରକାରର ଖରାପ ହୋଇ ସୋଲାର ଟାଙ୍କି ମଧ୍ୟ ଅଚଳ ହେଇପଡୁଛି l ଏହି ସବୁ ସମସ୍ୟା ଦ୍ୱାରା ଦୁର୍ଗମ ଅଞ୍ଚଳର ଲୋକମାନେ ୨ କିମି ତିନି କିମି ଚାଲି ଚାଲି ଯାଇ ପୋଖରୀ ପାଣି ଆଣି ନିଜର ଶୋଷ ମେଣ୍ଟାଉଛନ୍ତି l ତେଣୁ ଗ୍ରାମାଞ୍ଚଳ ରେ ଥିବା ପାନୀୟ ଜଳ ସମସ୍ୟା ଦୂର କରିବାକୁ ତୁରନ୍ତ କୋଣସି ପ୍ରକାରର ପଦକ୍ଷେପ ନେବାକୁ ଅଞ୍ଚଳବାସି ଅଭିଯୋଗ କରିଛନ୍ତି l ତୁମୁଡିବନ୍ଧ ବ୍ଲକ ୧୧ ଗୋଟି ଗ୍ରାମ ପଞ୍ଚାୟତ କୁ ନେଇ ଅବସ୍ଥାପିତ ସଦର ଗ୍ରାମ ପଞ୍ଚାୟତ ତୁମୁଡିବନ୍ଧ ରେ ଶିଶୁ ଉଦ୍ୟାନ ଏବଂ ଖେଳ ପଡିଆର ଅଭାବ ବିଗତ ଦିନରୁ ପରିଲିକ୍ଷିତ ହେଇଆସୁଛି l ଯାହାଦ୍ୱାରା ଯୁବ ପିଢ଼ିଙ୍କ ମନରେ ଅନେକ ପ୍ରକାରର ଅସନ୍ତୋଷ ଦେଖିବାକୁ ମିଳୁଛି l ପୂର୍ବରୁ ଅନେକ ସମୟ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ କୋଣସି ପ୍ରକାରର ଫଳପ୍ରଦ ହୋଇ ପାରିନଥିଲା l ଚଳିତ ଶିବିରରେ କିଛି ଯୁବ ଗୋଷ୍ଠୀ ଅଞ୍ଚଳର ସ୍ୱାର୍ଥ ଏବଂ ଉନ୍ନତି ପାଇଁ ତୁମୁଡିବନ୍ଧ ମୁଖ୍ୟ ବଜ଼ାର ପାଖା ପାଖି ଏକ ସରକାରୀ ଜମି ଚି଼ହ୍ନଟ କରି ଶିଶୁ ମାନଙ୍କ ପାଇଁ ଶିଶୁ ଉଦ୍ୟାନ ଏବଂ ଯୁବ ପିଢ଼ିଙ୍କ ପାଇଁ ଖେଳ ପଡିଆ ନିର୍ମାଣ ପାଇଁ ଅଭିଯୋଗ ସହ ଏଭଳି ବହୁ ସମସ୍ୟା ନେଇ ସାଧାରଣ ଲୋକ ଉପସ୍ଥିତ ଥିଲେ l

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Leave a Reply

Your email address will not be published. Required fields are marked *

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech